Browsing Tag

chinamyee swain

ପୁରୀ ବେଳାଭୂମିରେ ‘ୱାର୍ଲ୍ଡ ଟଏଲେଟ୍ ଡେ’ ର ସଚେତନତା ବାର୍ତ୍ତା

ଗୋପ(ଜୟନ୍ତ କୁମାର ସେଠୀ ):- ୧୯ ନଭେମ୍ବରକୁ ୱାର୍ଲ୍ଡ ଟଏଲେଟ୍ ଡେ ଭାବେ ପାଳନ କରାଯାଏ। ବିଶେଷ କରି ଖୋଲାରେ ଶୌଚ ନ ହୋଇ ପାଇଖାନା ବ୍ୟବହାର କରିବା ନେଇ ଲୋକ ଙ୍କ ମଧ୍ୟ ରେ ସଚେତନତା, ପରିଷ୍କାର ପରିଛନ୍ନତା ବଜାୟ ରଖିବା ବାର୍ତା ସମାଜକୁ ଦେବା ପାଇଁ ଏହି ୱାର୍ଲ୍ଡ ଟଏଲେଟ୍ ଦିବସ ର ମୂଖ୍ୟ…
Read More...

ଶିଶୁଙ୍କ ବିକାଶ କ୍ଷେତ୍ରରେ ‘ପ୍ରାରମ୍ଭ ଓଡ଼ିଶା ରାଜ୍ୟ ଶିଶୁ ନୀତି-୨୦୨୨’କୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର:-ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ଅନୁମୋଦନ। ଶିଶୁଙ୍କ ବିକାଶ କ୍ଷେତ୍ରରେ ‘ପ୍ରାରମ୍ଭ ଓଡ଼ିଶା ରାଜ୍ୟ ଶିଶୁ ନୀତି-୨୦୨୨’କୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏହି ନୀତି ମାଧ୍ୟମରେ ପିଲାମାନଙ୍କର ବଞ୍ଚିବାର ଅଧିକାର, ଉତମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ, ଶିକ୍ଷା,…
Read More...

ଧାମନଗର ପରାଜୟ ପଛରେ କଣ ଗୋଟେ ଭୁଲ ହୋଇଥିବ ସେଥିଲାଗି ଏଭଳି ଫଳ ହେଲା :ପୂର୍ବତନ ସାଂସଦ ତଥାଗତ ଶତପଥୀ

ଭୁବନେଶ୍ୱର: ବିଜୁ ଜନତା ଦଳରେ ବିଦ୍ରୋହ ପ୍ରସଙ୍ଗକୁ ନେଇ ପତିକ୍ରିୟା ଦେଇଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ । ଧାମନଗର ପରାଜୟ ପଛରେ କଣ ଗୋଟେ ଭୁଲ ହୋଇଥିବ ସେଥିଲାଗି ଏଭଳି ଫଳ ହେଲା । ସବୁ ଦଳରେ ବିଦ୍ରୋହୀ ଅଛନ୍ତି। ରାଜୁ ଦାସ ବିଜେଡ଼ି ହାରିଵାର ଏକମାତ୍ର କାରଣ ଯଦିଓ ନୁହେଁ କିନ୍ତୁ…
Read More...

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ ଆରମ୍ଭ

ଭୁବନେଶ୍ୱର: ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ ଆରମ୍ଭ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋୟାର ପିଏମଜୀରେ ଆନ୍ଦୋଳନ ଆରମ୍ଭ କଲା ରାଜ୍ୟ ବିଜେପି । ରାଜ୍ୟ ସରକାର ଚାଷୀ ମାରଣ ନୀତି ବନ୍ଦ କରନ୍ତୁ । ଓଡିଶା ପ୍ରଦେଶର ସବୁଠୁ ବଡ଼ ବର୍ଗ ସଂଖ୍ୟା ଦୃଷ୍ଟିରୁ…
Read More...

କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଜବାବ ଦେଲା ବିଜେଡି

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ):-କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଚିଠିର ଜବାବ ଦେଲା ବିଜେଡି । ଚିଠି ର ଜବାବ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର ।ରାଜ୍ୟବାସୀ ଦେଖିଲେ ବିଜେପି ର ଚାଷୀ ବିରୋଧୀ ମନୋଭାବ । ଦୀର୍ଘ ବର୍ଷ ଧରି ଚାଷୀଙ୍କୁ ମିଳୁନି ଫସଲ ବୀମା । ମୁଖ୍ୟମନ୍ତ୍ରୀ ଓ…
Read More...

ଆଜିର ସବସିଡି ଘୋଷଣା, ପ୍ରଚାର ସର୍ବସ୍ୱ ସରକାରଙ୍କ ଦିନରେ ଲଣ୍ଠନ ଦେଖାଇବା ସଦୃଶ -ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର:ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟି ପଦ୍ମପୁର ସହିତ ଓଡ଼ିଶାର ଚାଷୀ ମାନଙ୍କର ଫସଲ ବୀମା ଓ ଚାଷୀ ମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓଡ଼ିଶାର…
Read More...

ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ମିଳିନି ଫସଲ ବୀମା :ନେଡି ଗୁଡ କହୁନିକୁ ବୋହିଯିବା ପରେ କେନ୍ଦ୍ର ସରକାର…

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ);- ଫସଲ ବୀମା ରାଶି ନେଇ ଡ଼ଃ. ସସ୍ମିତ ପାତ୍ରଙ୍କ ପ୍ରେସ ମିଟ। ଫସଲ ବୀମା ନେଇ କେନ୍ଦ୍ରର ଚାଲ ଧରା ପଡିଛି।କେନ୍ଦ୍ର ସରକାର ଙ୍କ TAC ବସି ଅର୍ଡର ପାସ କରିଛି। ଏତେ ବର୍ଷ ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି। ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର…
Read More...

ପଦ୍ମପୁର ଉପନିର୍ବାଚନ; ସତ୍ୟଭୂଷଣ ସାହୁ ହେବେ କଂଗ୍ରେସ ପ୍ରାର୍ଥୀ : ତାରା ବାହିନୀପତି

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ):-ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିଛି । ସେପଟେ କଂଗ୍ରେସ ତାର ପ୍ରାର୍ଥୀ ଚୟନ ସାରିଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏ ନେଇ ଦଳ ବିଧିବଦ୍ଧ ଘୋଷଣା କରିବ । ତେବେ ବରିଷ୍ଠ ନେତା ସତ୍ୟଭୂଷଣ ସାହୁଙ୍କୁ ଦଳ…
Read More...

ବିଜେଡିରେ ମିଶିଥିବା ପଦ୍ମପୁରର ରାଜୁ ଘିବେଲାଙ୍କୁ ମିଳିଲା ଦଳୀୟ ପଦବୀ

ଭୁୁବନେଶ୍ୱର(ହରପ୍ରସାଦ ବିଷୋୟୀ):- ରାଜୁ ଘିବେଲା ବିଜେଡି ରାଜ୍ୟ ସଂପାଦକ ନିଯୁକ୍ତ ।ବିଜେଡିରେ ମିଶିଥିବା ପଦ୍ମପୁରର ରାଜୁ ଘିବେଲାଙ୍କୁ ମିଳିଲା ଦଳୀୟ ପଦବୀ । ବରଗଡ ଜିଲ୍ଲା ପଦ୍ମପୁରର ରାଜୁ ଘିବେଲା । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଲେ ନିଯୁକ୍ତି । ବିଜେଡି ସାଧାରଣ ସମ୍ପାଦକ ମାନସ…
Read More...

ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୦ ମିନିଟ୍ ବିତାଇଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ):-ହଜିଲା ସ୍ମୃତି ସାଉଁଟିଛନ୍ତି ରାଷ୍ଟ୍ରପତି । ନିଜେ ପଢିଥିବା ସ୍କୁଲରେ ଦ୍ରୌପଦୀ ମୁର୍ମୁ । ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୦ ମିନିଟ୍ ବିତାଇଛନ୍ତି ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲକୁ ଆସିଛନ୍ତି…
Read More...