ଆପରେ ଯୋଗ ଦେଇପାରନ୍ତି ନବଜତ ସିଦ୍ଧୁ
ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପଞ୍ଜାବରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ମଧ୍ୟରେ ଥମୁନାହିଁ ସିନ୍ଧୁ ଓ ଅମରିନ୍ଦର ସିଂ ଭିତରେ ଲାଗିରହିଥିବା ଦ୍ୱନ୍ଦ । ମଙ୍ଗଳବାର ଦିନ ସିଦ୍ଧୁ କହିଛନ୍ତି କି ଆମର ବିରୋଧୀ ଆପ୍ ସର୍ବଦା ମୋର ଦୃଷ୍ଟିକୋଣକୁ ସ୍ୱୀକୃତି ଦେଇଛି ।…
Read More...
Read More...