ଭାରତ ଉପରେ ଥିବା ଟାରିଫକୁ ୫୦% କମ କରିବ ଆମେରିକା!
ଆମେରିକାରୁ ଟାରିଫକୁ ନେଇ ଆସିଲା ବଡ ଖବର । ଭାରତ ଉପରେ ଥିବା ଟାରିଫକୁ ୫୦% କମ କରିପାରନ୍ତି ଟ୍ରମ୍ପ ସରକାର । ହ୍ୱାଇଟହାଉସରୁ ମିଳିଥିବା ସୂଚନା ମୁତାବକ, ୱାଶିଂଟନ ଏବଂ ନୂଆଦିଲ୍ଲୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା…
Read More...
Read More...