Browsing Tag

america

ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖି ଗିରଫ ହେଲେ ଆମେରିକାର ୬ ଜଣ ଶିକ୍ଷୟତ୍ରୀ

ୱାଶିଂଟନ୍ : ସମାଜରେ ଶିକ୍ଷାଦାତାଙ୍କୁ ସର୍ବଦା ଭଗବାନଙ୍କ ଆକ୍ଷା ଦିଆଯାଏ । ତାଙ୍କୁ ପୂଜା କରାଯାଏ । କିନ୍ତୁ ଏମିତି କିଛି ଘଟିଯାଇଛି ଯାହା ଗୁରୁଶିଶ୍ୟ ସମ୍ପର୍କରେ କଳା ଦାଗ ଲାଗଇଦେଇଛି । ହଁ ଦର୍ଶକ ବନ୍ଧୁ, ଛାତ୍ରଙ୍କ ସହ ଶିକ୍ଷୟିତ୍ରୀଙ୍କ ଯୌନ ସଂପର୍କ ଏବେ ପଦାରେ ପଡିଛି । ଏଭଳି ସଙ୍ଗିନ…
Read More...

ବୈଦେଶିକ ବିଭାଗ ଭିସା ବାବଦକୁ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି

ଏଣିକି ମହଙ୍ଗା ହେବ ଆମେରିକା ଯାତ୍ରା । ଦେବାକୁ ପଡିବ ଅଧିକ ଶୁଳ୍କ । ବୈଦେଶିକ ବିଭାଗ ଭିସା ବାବଦକୁ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ଛାତ୍ର ଓ ପର୍ୟ୍ୟଟକଙ୍କୁ ମହଙ୍ଗା ଭାର ବହନ କରିବାକୁ ପଡ଼ିବ। କିଛି ଅଣ-ପ୍ରବାସୀ ଭିସା ଉପରେ ଏହି ଶୁଳ୍କ…
Read More...

ଦୋଷୀ ସାବ୍ୟସ୍ତହେଲେ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରଖିବେ ଟ୍ରମ୍ପ

ଓ୍ବାଶିଂଟନ : ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରଖିବେ ଟ୍ରମ୍ପ | ଟ୍ରମ୍ପ ଏକ ଅଭିଭାଷଣରେ କହିଛନ୍ତି, ମୁଁ ଏହି ଅଭିଯାନ ଛାଡ଼ିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ। ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ୨୦୨୦ ନିର୍ବାଚନର ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବାରୁ…
Read More...

ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ଚର୍ମ କର୍କଟରେ ଆକ୍ରାନ୍ତ

ନୂଆଦିଲ୍ଲୀ : ଆମେରିକାର ଫାଷ୍ଟ ଲେଡି ଚର୍ମ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ହ୍ୱାଇଟ ହାଉସ କାର୍ଯ୍ୟାଳୟ ଏ ନେଇ ସୂଚନା ଦେଇଛି । ଆସନ୍ତା ସପ୍ତାହରେ ତାଙ୍କ ଅସ୍ତ୍ରୋପଚାର ହେବା ବୋଲି ସୂଚନା ମିଳୁଛି । ହ୍ୱାଇଟ ହାଉସର ଡାକ୍ତର କେଭିନ ଓକନୋର ଜିଲଙ୍କ ମୁହଁର ପରୀକ୍ଷା କରିଥିଲେ । ଗତ…
Read More...

ଆଉ ଭାରତ ଉପରେ କଟକଣା ଲଗାଇବ ନାହିଁ ଆମେରିକା !

ଓ୍ବାସିଂଟନ : ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ମତାନ୍ତର ଭିତରେ ରୁଷରୁ ଭାରତ ତେଲ କିଣିବା ଜାରି ରଖିଛନ୍ତି । ଗତ ଅକ୍ଟାବରରେ ରୁଷ ଭାରତର ନଂ ୧ ତୈଳ ରପ୍ତାନିକାରୀରେ ପରିଣତ ହୋଇଛି । ଏହା ସତ୍ତ୍ବେ ଭାରତ ବିରୋଧରେ କୌଣସି କଟକଣା ଲଗାଯିବ ନାହିଁ ବୋଲି ଆମେରିକା କହିଛି । ଆମେରିକା ପରରାଷ୍ଟ୍ର…
Read More...

ପର କିଆରିରେ ପଶି ମେଣ୍ଢା ଗିରଫ!

ୱାସିଂଟନ: ପର କିଆରିରେ ପଶି ମେଣ୍ଢା ଗିରଫ । ମେଣ୍ଢାକୁ ଗିରଫ କଲା ପୋଲିସ । ଗାଡ଼ିରେ ବସାଇ ଛାଡିଲା ଘରେ । ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆଜିକାଲି ଅନେକ ଭିଡିଓ ଭାଉରାଲ ହେବାରେ ଲାଗୁଛି । ଯାହାକୁ ୟୁଜର୍ସ ବେସ ପସନ୍ଦ ମଧ୍ୟ କରୁଛନ୍ତି । ତେବେ କେଉଁଠି ଛେଳି କାଗଜଖାଇ ଥାନାକୁ କଥା ଭାଇରାଲ…
Read More...

ଆଉ ଗର୍ଭନଷ୍ଟ କରିପାରିବେନି ମହିଳା

ଆମେରିକା: ଆଉ ଗର୍ଭ ନଷ୍ଟ କରିପାରିବେନି ମହିଳା ।ଗତ ଶୁକ୍ରବାର ବଡ ଫୈସଲା ଶୁଣାଇବା ସହ ଗର୍ଭନଷ୍ଟ କରିବାକୁ ଋଦ୍ଦ ଘୋଷଣା କରିଛନ୍ତି କୋର୍ଟ ।ଗର୍ଭପାତ ଆଇନକୁ ଅବୈଧ ଘୋଷଣା କଲେ ଆମେରିକା ସୁପ୍ରିମକୋର୍ଟ । ଏହି ଆଇନ ଆଧାରରେ ଆମେରିକୀୟ ମହିଳାମାନଙ୍କ ପାଖରେ ଗର୍ଭନଷ୍ଟ କରିବା ବା ନକରିବା ପାଇଁ…
Read More...

ଆମେରିକାରେ ଔଷଧ ଖାଇ ସୁସ୍ଥ ହେଲେ କ୍ୟାନସର ପୀଡ଼ିତ

ନ୍ୟୁୟର୍କ : କ୍ୟାନ୍ସରକୁ ନେଇ ମିଳିଲା ଆଶ୍ୱସ୍ତିକର ଖବର । ଔଷଧରେ ଭଲ ହେଲେ ମାରାତ୍ମକ କ୍ୟାନସର ରୋଗୀ । ଆଜ୍ଞା ହଁ କଥାଟା ହୁଏତ ବିଶ୍ୱାସ ହେଉନଥିବ, କାରଣ ଯେଉଁ ରୋଗର ସମାଧାନକୁ ଲୋକେ ମୃତ୍ୟୁ ବୋଲି ଭାବି ନେଇଥିଲେ ତାର ଆଜି ମିଳିଯାଇଛି ଉପଚାର । ପ୍ରତିବର୍ଷ କ୍ୟାନସରରେ କୋଟିଏରୁ ଅଧିକ…
Read More...

ଆମେରିକାରେ ପୁଣି ଗୁଳିକାଣ୍ଡ , ଚର୍ଚ୍ଚ ଓ କବରଖାନାରେ ଗୁଳିମାଡ଼: ଦୁଇ ମୃତ, ୧୦ ଗୁରୁତର

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାରେ ଗୁଳିମାଡ଼ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ଦିନରେ ସ୍କୁଲ ଓ ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଓ କବରଖାନାରେ ଗୁଳିମାଡ଼ ହୋଇଛି । ଗତ ଗୁରୁବାର ଆମେରିକାର ଲୋୱାସ୍ଥିତ କର୍ଣ୍ଣରଷ୍ଟୋନ ଚର୍ଚ୍ଚରେ ଉପାସନା ଚାଲିଥିବା ବେଳେ ଜଣେ ବନ୍ଧୁକଧାରୀ…
Read More...

ଆମେରିକାରେ ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ ; ୨୧ ମୃତ

ଟେକ୍ସାସ: ଆମେରିକାରେ ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷୀୟ ଯୁବକର ଗୁଳିମାଡରେ ରକ୍ତରଞ୍ଜିତ ସ୍କୁଲ ପରିସର । ଏହି ଗୁଳିମାଡରେ ୧୮ ଛାତ୍ରଛାତ୍ରୀ ଓ ୩ ଜଣ ଶିକ୍ଷକ ଓ କର୍ମଚାରୀ ପ୍ରାଣ ହରାଇଛନ୍ତି । ଟେକ୍ସାସ ଉଭାଲ୍ଡର ଏକ ଏଲିମେନ୍ଟାରି ସ୍କୁଲରେ ଏହି ଆଖିବୁଜା ଫାୟାରିଂ…
Read More...