ସମୁଦ୍ରରେ ଭାସିଗଲେ ଛାତ୍ର

(ରିପୋର୍ଟସ ଟୁଡ଼େ)ପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ। ଆଜି ପୁରୀ ଦିଗବାରେଣୀ ବେଳାଭୂମି ନିକଟରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଛନ୍ତି। ଛାତ୍ର ଜଣଙ୍କ ହେଉଛନ୍ତି ଭବରଞ୍ଜନ ଦାଶ । ଭବରଞ୍ଜନ ଦାଶଙ୍କ ଘର ବାଙ୍କିରେ । ସେ ପୁରୀ ବୁଲିବା ପାଇଁ ଆସିଥିଲେ । ଭବରଞ୍ଜନଙ୍କ ଉଦ୍ଧାର ପାଇଁ ଲାଇଫଗାର୍ଡ଼ ଉଦ୍ୟମ ଜାରି ରଖିଛନ୍ତି ।