କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର ।  ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକମାନଙ୍କ ପାରିଶ୍ରମିକ ପାଞ୍ଚ ହଜାର ଟଙ୍କାକୁ ବୃଦ୍ଧି ହେଲା | 11 ହଜାରରୁ 16 ହଜାର କଲେ ରାଜ୍ୟ ସରକାର | ନିଯୁକ୍ତି ଦେବା ସମୟରେ 11,100 ଟଙ୍କା ଥିଲା | ଏହା ଦ୍ୱାରା ଗୁଣାତ୍ମକ ଶିକ୍ଷା ଦେବାରେ ସହାୟକ ହେବ | କମ ଦରମାରେ ଚାଲିବା କଷ୍ଟ |