ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ (ସୋମବାର) ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

(ଶିମିଳିପାଳ) : ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ (ସୋମବାର) ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କୁହୁଡ଼ିଆ ପାଗ ସହ ଲଗାତାର ବର୍ଷ ପାଇଁ ଗତ ୧୨ ତାରିଖରୁ ବନ୍ଦ ଥିଲା ଶିମିଳିପାଳ।

ସୂଚନାନୁଯାୟୀ , କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଥିଲା । ପାଗ ଅନୁକୂଳ ହେବାରୁ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ।ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦୈନିକ ୧୦ ହଜାରୁ ଅଧିକ ସଂକ୍ରମିତ ବାହାରିଛନ୍ତି। ଗତ ୨୪ ଘଣ୍ଟାରେ ୧୦୪୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।