ପୁରୁଣା ବସଷ୍ଟାଣ୍ଡରେ କାର କାଚ ଭାଙ୍ଗି ଟଙ୍କା ନେଇଗଲେ ଲୁଟେରା

0

ଭୁବନେଶ୍ୱର: ପୁରୁଣା ବସଷ୍ଟାଣ୍ଡରେ କାର କାଚ ଭାଙ୍ଗି ଲୁଟିଲେ ଲୁଟେରା । ଟଙ୍କା, ସୁନା ମୋବାଇଲ ସହ ନଗଦ ୪୦ ହଜାର ଟଙ୍କା ଓ ସୁନା ଗହଣା ଲୁଟିଥିବା ଲୁଟେରା । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚିଚି ସିସିଟିଭି ଯାଞ୍ଚ କରୁଛି ପୋଲିସ ।