ଚୋରା ମଦ ଦୋକାନ ଉପରେ ଚଢାଉ

(ରଜନୀ କାନ୍ତ ପାତ୍ର ) ହିଂଜିଳି କାଟୁ : ଆଗକୁ ଆସୁଛି ନିର୍ବାଚନ ଏହାକୁ ଆଖି ଆଗରେ ରଖି ଏସପିଙ୍କ ନିର୍ଦ୍ଦେଶ ଅନୁଯାଇ ହିଂଜିଳି ର ନୂତନ ଥାନ ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅନେକ ଚୋରାବିକ୍ରି ମଦ ଦୋକାନ ଉପରେ ଚଢ଼ାଉ କରିଥିଲେ । ଏଥିରୁ ହିଂଜିଳି ବ୍ଲକ ର ଅଂତିରିଗାଁ ଗ୍ରାମର ଭାସ୍କର ସାହୁ ଓ ବାବୁଲା ସାହୁ ଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ଦୋକାନ ରୁ ୪୦ ଲିଟର ବିଦେଶୀ ମଦ ଜବତ କରାଯାଇଛି।