ଟୀକା ଅଭିଯାନରେ ସାମିଲ ହେଲେ ଫିଲ୍ମ ଷ୍ଟାର୍ ରଜନୀକାନ୍ତ
ଏହି କ୍ରମରେ ଫିଲ୍ମ ଷ୍ଟାର୍ ରଜନୀକାନ୍ତ ମଧ୍ୟ ନିଜର ପ୍ରଥମ ଭାକ୍ସିନ୍ ଡୋଜ୍ ନେଇଛନ୍ତି ।
(ମୁମ୍ବାଇ) : ସାରା ଦେଶରେ କରୋନା ଭାଇରସର ସ୍ଥିତି ଥମିବାର ନାଁ ନେଉନି । ତେବେ ଗୋଟେପଟେ କରୋନା ଭାଇରସ୍ରେ ସଂକ୍ରମିତ ହୋଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ଜୋରସୋରରେ ଭାକ୍ସିନେସନର କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ଫିଲ୍ମ ଷ୍ଟାର୍ ରଜନୀକାନ୍ତ ମଧ୍ୟ ନିଜର ପ୍ରଥମ ଭାକ୍ସିନ୍ ଡୋଜ୍ ନେଇଛନ୍ତି ।
ଏହି ସମୟରେ ରଜନୀକାନ୍ତଙ୍କର ଝିଅ ସୌନ୍ଦର୍ଯ୍ୟାଙ୍କ ପିତା ଭାକ୍ସିନ୍ ନେବା ଖବର ସୋସିଆଲ ମିଡ଼ିଆରେ ଦେଇଛନ୍ତି ।
Our Thalaivar gets his vaccine 👍🏻 Let us fight and win this war against Corona virus together #ThalaivarVaccinated #TogetherWeCan #MaskOn #StayHomeStaySafe pic.twitter.com/P8Gyca4zdF
— soundarya rajnikanth (@soundaryaarajni) May 13, 2021
ସୌନ୍ଦର୍ଯ୍ୟା ଫଟୋ କ୍ୟାପସନରେ ଲେଖିଛନ୍ତି –ଆମର ଥଲାଇଭରଙ୍କୁ ଟିକା ମିଳିଗଲା । ଚାଲ ସାଥି ହୋଇ କରୋନା ଭାଇରସକୁ ହରାଇବା ।