(ରିପୋର୍ଟସ ଟୁଡ଼େ / ହରପ୍ରସାଦ ବିଶୋଇ ) : ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚି , ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ମିଳିଛି । ମୁଖ୍ୟମନ୍ତ୍ରୀ ଭ୍କ ଅନୁମୋଦନ କ୍ରମେ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି ।
ସୁଚନା ଯୋଗ୍ୟ ଯେ ଗତ ଶୁକ୍ରବାର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ବୋର୍ଡ଼ର ଉପଦେଷ୍ଟା ଭାବେ ନୁଯୁକ୍ତି ପାଇଥିବା ୧୧ ଜଣ ଉପଦେଷ୍ଟାଙ୍କୁ ବିଭିନ୍ନ ପାହ୍ୟା ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା୍ ୪ ଜଣକଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟ, ୧ ଜଣଙ୍କୁ ମୁଖ୍ୟ ଶଶସନ ସଚିବ ପାହ୍ୟା ଦିଆଯାଇଥିଲା । ଏଣୁ ପୁଣି ଜଣେ ଉପଦେଷ୍ଟା ଓ ଦୁଇ ଜଣ ଅଧ୍ୟକ୍ଷଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟ ଦିଆଯାଇଥିବା ବେଳେ ୧୪ ଜଣ ଙ୍କ ମଧ୍ୟରୁ ୯ ଜଣଙ୍କୁ ରାଷ୍ଟ୍ରମମନ୍ତ୍ରୀ ପାହ୍ୟା ମିଳିଛି ।