ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ

0

ଭୁବନେଶ୍ୱର:  ଜନଜାତି ଲୋକଙ୍କ ପାଇଁ ଗୌରବର ବିଷୟ ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି ଅବସରରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ। ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବର୍ଷା ବ୍ୟାପୀ ଚାଲିବ। ଏ ବର୍ଷ ଜନଜାତି ଗୌରବ ବର୍ଷ ପାଳନ କରାଯିବ।  ଆସନ୍ତା ୧୫ ତାରିଖରେ  ଆଦିବାସୀଙ୍କ ଅଧିକାର। ସାମ୍ବାଧାନୀ  ବ୍ୟବସ୍ଥା ଯେଉଁ ପେଶା ଆଇନ ଅଛି।  ଜଙ୍ଗଲ ଅଧିକାର ଆଇନ ଅଛି। ଏସବୁ ଆଇନ ଜନଜାତି ଯେଭଳି ବଞ୍ଚିତ ହେଉଛନ୍ତି। ବିଭିନ୍ନ ସମୟରେ  ନିର୍ଯାତିତ ହେଉଛନ୍ତି। ଏହାକୁ ଗୁରୁତ୍ବ ସହ ନେଇଛନ୍ତି ପ୍ରଧାନମନ୍ତ୍ରୀ।

ଓଡ଼ିଶାରେ ଯେଉଁ ୩୩ ରୁ ୩୪ ପ୍ରତିଶତ ଜନଜାତି ଲୋକ ଅଛନ୍ତି ତାଙ୍କର କିଭଳି ବିକାଶ ହେବ। ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ତତ୍ପରତା ଅଛି। ପଞ୍ଚାୟତିରାଜ ବିଭାଗ ପେଶା ଏବଂ ଜଙ୍ଗଲ ଅଧିକାର ଆଇନକୁ ଆସନ୍ତା ୧୫ ତାରିଖରେ ୭ ହଜାର ୬ ଶହ ୬୭ ଟି ଗ୍ରାମ ସଭା କରିବ। ଏହାକୁ ନେଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମସଭାର ମୁଖ୍ୟ ପୁରୋଧା ହେବେ ସରପଞ୍ଚ। PEO ମାନେ ସେହି ସଭାକୁ ପରିଚାଳନା କରିବେ। ପେଶା ଓ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯିବ। ଏହି ଗ୍ରାମ ସଭାରେ ପାଇ ଟ୍ରେନର ଅଛନ୍ତି।  ସେମାନେ ସେଇ ଜାଗାକୁ ଯିବେ। ସେମାନଙ୍କୁ ଅବଗତ କରାଇବେ। ମା ପାଇଁ ଗଛଟିଏ ଲଗାଇବା ନେଇ ବ୍ୟବସ୍ଥା ଅଛି।  ପେଶା ଆଇନକୁ ଖୁବ ଶୀଘ୍ର ଲାଗୁ କରାଯିବ। ଆଗାମୀ ବିଧାନସଭା ସେସନରେ ଅଣାଯିବ।  ଆସନ୍ତା ୧୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।