ବ୍ୟୁରୋ:ଜେଲରେ ରହି ନିରଞ୍ଜନ ଝୁରୁଛି ସ୍ତ୍ରୀ ହାତ ରନ୍ଧା ରୋଷେଇ। ଶର୍ମିଷ୍ଠା ଆଇ ଲଭୟୁ କହି ଅନୁତପ୍ତ ନିରଞ୍ଜନ , କାହିଁକି ପର ନାରୀ ପଛରେ ପାଗଳ ଯେ ହେଲି ? କି ଜାଦୁ କରିଥିଲା ଶ୍ରମିଷ୍ଠା ? ମୋତେ କ୍ଷମା କରିଦିଅ ପ୍ଲିଜ । ମୋର ତମକଥା ଭାରି ମନେ ପଡୁୁୁୁୁୁଛି । ତମ ହାତ ରନ୍ଧା ରୋଷେଇ ଟିକେ ଖାଇବାକୁ ମନ ବ୍ୟାକୁଳ ହୋଇଗଲାଣି । କାହିଁକି ଏ ଭୁଲ ମୁଁ କଲି , ଶର୍ମିଷ୍ଠା ପ୍ରେମରେ ପଡି ମୁଁ ପୁରା ବରବାଦ ହୋଇଗଲି । ସତରେ ତମକଥା ଭାବି ଭାବି ଜେଲରେ ମୁଁ ପୁରା ଅଣ ନିଶ୍ୱାଶ ହୋଇ ଯାଉଛି ।
ପ୍ଲିଜ୍ ମୋତେ କ୍ଷମା କରିଦିଅ, ମୁଁ ଏମିତି ଭୁଲ ଆଉ କେବେବି କରିବି ନାହିଁ । ଜେଲ୍ ଯିବା ପୂର୍ବରୁ ଶର୍ମିଷ୍ଠା ସହ ନିରଞ୍ଜନର ଗଢିଉଠିଥିଲା ଲଭର ଟ୍ରାଙ୍ଗେଲ । ଆଉ ତା ପରେ ସୁଟିଙ୍ଗ ଆଳରେ ହୋଟେଲରେ ରହିବା ,ସାଙ୍ଗ ହୋଇ ଖାଇବା ଓ ମସ୍ତି ମଧ୍ୟ କରୁଥିଲେ ଉଭୟ । ଆଉ ସେ ମସ୍ତି ଏବେ ନିରଞ୍ଜନକୁ ଦେଇଛି ଶାସ୍ତି । ଜେଲର ଚାରିକାନ୍ଥ ଭିତରେ ରହି ଏବେ ନିଜ ସ୍ତ୍ରୀ କଥା ଭାବିକି ଝୁରି ଝରି ବାହୁନୁଛି ନିରଞ୍ଜନ, ଆଉ ନେହୁରା ହୋଇ କହୂଛ. ପ୍ରିୟେ ମୁଁ ବଡ ଭୁଲ କରିଦେଲି , ମୋତେ କ୍ଷମା କରିଦିଅ ପ୍ଲିଜ । ମୋର ତମକଥା ଭାରି ମନେ ପଡୁୁୁୁୁୁଛି । ତମ ହାତ ରନ୍ଧା ରୋଷେଇ ଟିକେ ଖାଇବାକୁ ମନ ବ୍ୟାକୁଳ ହେଇଗଲାଣି । କାହିଁକି ଏ ଭୁଲ ମୁଁ କଲି , ଶ୍ରମିଷ୍ଠା ପ୍ରେମରେ ପଡି ମୁଁ ପୁରା ବରବାଦ ହେଇଗଲି ।
ସତରେ ତମକଥା ଭାବି ଭାବି ଜେଲରେ ମୁଁ ପୁରା ଅଣ ନିଶ୍ୱାଶ ହେଇ ଯାଉଛି । ପ୍ଲିଜ ମତେ କ୍ଷମା କରିଦିଅ ମୁଁ ଏମିତି ଭୁଲ ଆଉ କେବେବି କରିବି ନାହିଁ । ତମର ସବୁ କଥା ମାନିବି , ତମେ ଯାହା କହିବ ମୁଁ କରିବି । ଆଉ ପୁଅକୁ ବି କହିବ ମୋତେ ଭୁଲ ବୁଝିବନି , ତା କଥା ବି ମୋର ଭାରି ମନେପଡୂଛି । ତାକୁ ଟିକେ ବୁଝେଇ ଦବ । ଏମତି କାକୁତି ମିନତି ହୋଇ ନିଜ ସ୍ତ୍ରୀ , ପିଲା ଓ ଘର ରୋଷେଇ କଥା ଭାବି ଝୁରି ହେଉଛନ୍ତି ନିରଞ୍ଜନ । ଆଉ ଶ୍ରମିଷ୍ଠାର ପ୍ରେମ ଜାଲରେ ପଡି କରିଥିବା ଭୁଲ ପାଇଁ ମଧ୍ୟ ପଶ୍ଚ୍ୟାତାପ କରୁଛନ୍ତି ନିରଞ୍ଜନ ।