ଜିରୋ ନାଇଟ ସେଲିବ୍ରେସନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର

0

ଭୁବନେଶ୍ୱର : ଜିରୋ ନାଇଟ ସେଲିବ୍ରେସନ ପାଇଁ ଅବକାରୀ ବିଭାଗର କଟକଣା । ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର । ଅବକାରୀ ବିଭାଗର ଅନୁମତି ନଥିଲେ କାଯ୍ୟାନୁଷ୍ଠାନ ନିଆଯିବ । ଅବକାରୀ କମିଶନ ଏଭଳି କିଛି ଚେତାବନୀ ଦେଇଛନ୍ତି ବିନା ଅନୁମତିରେ କିଛି ଜାଗାରେ  ଜିରୋ ନାଇଟ ପାଇଁ ପ୍ରସ୍ତୁତି ଚାଲିଛି ବୋଲି  ବିଭିନ୍ନ ସୂତ୍ରରୁ ଖବର ଆସୁଛି ।