କମ୍ପିଲା ଯାତ୍ରା ମଞ୍ଚ, ଷ୍ଟେଜକୁ ଫେରିଲେ ଅଭିନେତା ପୀୟୂଷ

ଯାଜପୁର: ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ଯାତ୍ରା ସିଂହବାହିନୀ ପକ୍ଷରୁ ମଞ୍ଚସ୍ତ ହୋଇଥିବା ‘ତୁ ମୋ ବଜରଙ୍ଗୀ’ ନାଟକରେ ପୀୟୂଷ ମଞ୍ଚକୁ ଓହ୍ଲାଇଥିଲେ। ଯାଜପୁର ଚଣ୍ଡିଖୋଲଠାରେ ଆୟୋଜିତ ଯାତ୍ରା ମଞ୍ଚରେ ପୀୟୂଷଙ୍କ ଥିଲା ଦମ୍‌ଦାର ଏଣ୍ଟ୍ରି। ଦୀର୍ଘନିନ ପରେ ପୀୟୂଷଙ୍କୁ ଯାତ୍ରା ପେଣ୍ଡାଲରେ ଦେଖି ଖୁସି ବ୍ୟକ୍ତ କରିଥିଲେ ଯାତ୍ରା ପ୍ରେମୀ। ଦୁଇ ମାଲିକଙ୍କଠାରୁ ଟଙ୍କା ନେବା ବିବାଦ ପରେ ଗତ ୬ ମାସ ଧରି ଯାତ୍ରା … Continue reading କମ୍ପିଲା ଯାତ୍ରା ମଞ୍ଚ, ଷ୍ଟେଜକୁ ଫେରିଲେ ଅଭିନେତା ପୀୟୂଷ