କଟକର ନୂଆ ଜିଲ୍ଲାପାଳ ହେଲେ ନରହରି ସେଠୀ

କଟକ: ବଦଳିଲେ କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କର ଉଚ୍ଚଶିକ୍ଷା ବିଭାଗକୁ ବଦଳି ହୋଇଛି । ତେବେ କଟକର ନୂଆଜିଲ୍ଲାପାଳ ନରହରି ସେଠୀ ହୋଇଛନ୍ତି । ଏନେଇ ଆଜି ରାଜ୍ୟ ସରକରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଛନ୍ତି ନରହରି ସେଠୀ ।