ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସକାଳୁଆ କ୍ଲାସ୍ ଓ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର: ସକାଳୁଆ ଚାଲିବ ଉଚ୍ଚଶିକ୍ଷା ଅନୁଷ୍ଠାନ।  sop ଜାରି କଲା ଉଚ୍ଚଶିକ୍ଷା ବିଭାଗ। ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ସକାଳୁଆ କ୍ଲାସ୍ ଓ ପରୀକ୍ଷା କରିବାକୁ sop ରେ ଉଲ୍ଲେଖ। ପ୍ରଚୁର ପରିମାଣ ର ପାନୀୟ ଜଳ ଓ ors ମହଜୁଦ ରଖିବାକୁ ନିର୍ଦ୍ଦେଶ।  ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ  କଲେଜ ରେ ଓ ପରୀକ୍ଷା କେନ୍ଦ୍ରରେ first aid kit ରଖିବା ପାଇଁ ନିର୍ଦ୍ଦେଶ। ଗ୍ରୀଷ୍ମ ପ୍ରବାହ ମୁକାବିଲା sop ପାଳନ ତଦାରଖ ପାଇଁ squad ଗଠନ ହେବ। ଏନେଇ ରାଜ୍ୟ ସବୁ ବିଶ୍ୱବିଦ୍ୟାଳୟ ର କୁଳସଚିବ ଓ କଲେଜ ଅଧ୍ୟକ୍ଷ ଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ନିର୍ଦ୍ଦେଶ ଦେଲା।