ଭୁବନେଶ୍ୱର: ଦୀର୍ଘ ଦିନରୁ ଚାଲିଥିବା ଚର୍ଚ୍ଚାର ହୋଇଛି ଅନ୍ତି । ବିଜେଡି ଛାଡିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ସେ ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଲୋକସଭା ଆସନ ରୁ ସାଂସଦ ଥିଲେ ଅନୁଭବ । ସେ ଅପ୍ରେଲ ୨୭ ତାରି୍ ୨୦୧୩ ରେ ଅଭିନେତାରୁ ନେତା ହେବାକୁ ଇଛା କରି ଓଡିଶାର ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହା ପରେ ପାର୍ଟିଂ ପାଇଁ କାମ କରିଥିଲେ ଅନୁଭବ । ଯାହାଫଳରେ କି ପାର୍ଟିଂ ତାଙ୍କୁ ବିଭିନ୍ନ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଘୋଷଣା ମଧ୍ୟ କରିଥିଲା । କିନ୍ତୁ ବର୍ତ୍ତମନେ କେନ୍ଦ୍ରାପଡ଼ା ସାଂସଦ ଆସନ ଘୋଷଣା କରି ଅଂଶୁମାନ ମହାନ୍ତି ଙ୍କୁ କେନ୍ଦ୍ରାପଡ଼ା ସାଂସଦ ଟିକେଟ ଦେଇଛି ବିଜେଡି । ତେବେ ବର୍ତ୍ତମାନ କେଉଁ ଦଳକୁ ଜିବେ ଅନୁଭବ ତାହା ସ୍ପଷ୍ଟ କରିନାହାନ୍ତି ।