ଭୁବନେଶ୍ୱର : ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ଜାପାନ ହକି ଟିମ । ଟିମରେ ଅଛନ୍ତି ଅଧିନାୟକ ସେରେନ ଟାନାକା । ପୁଲ୍ ବି’ରେ ଜାପାନ ସହିତ ବେଲଜିୟମ, ଜର୍ମାନୀ କୋରିଆ ରହିଛନ୍ତି । ପୁଲ ବି ରେ ଥିବା ଚାରୋଟି ଦଳ ମଧରୁ ଜର୍ମାନୀ ଦୁଇଥର ଟାଇଟଲ ଜିତିଥିବାବେଳେ ବେଲଜିୟମ ଗୋଟିଏ ଥର ଟାଇଟଲ ଜିତିଛି । ଜର୍ମାନୀ ୨୦୦୨ ଏବଂ ୨୦୦୬ ରେ ଟାଇଟଲ ହାସଲ କରିଥିବାବେଳେ ବେଲଜିୟମ ଟାଇଟଲ ନିଜ ନାଁ କରିଥିଲା ।