କଂଗ୍ରେସ ଛାଡିଲେ ଜାକବ ରାଜନୀତି By Reporters Today Bureau On Mar 27, 2019 Share (ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜି ଉଦୟଗିରିର ବିଧାୟକ ଜାକବ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ଟିକେଟ ନ ମିଳିବାରୁ ସେ ଏଥିନେଇ ଅସନ୍ତୁଷ୍ଟ ଥିଲେ । ଆଜି ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଗତ କାଲି ଜି ଉଦୟଗିରିରୁ ସ୍ୱାଧୀନଭାବେ ନାମାଙ୍କନ ଦାଖଲ କରିଥିଲେ । bbsrjakabOdishareporterstoday Share FacebookTwitterGoogle+ReddItWhatsAppPinterestEmail