ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ସେଠାରେ ବିଭିନ୍ନ ଷ୍ଟଲ୍ ଖୋଲା ଯାଇ ଛି । ସେଠାରେ ଜଣେ ଦିବ୍ୟାଙ୍ଗ ଭାଇକୁ ସାକ୍ଷାତ କରିଥିଲୁ ତାଙ୍କ ନାମ ତ୍ରି ପତି ଗାଣ୍ଟା ଗ୍ରାମ ଖଣ୍ଡବା, ବ୍ଲକ କାଶୀନଗର ସେ ଜଣେ ଦିବ୍ୟଙ୍ଗ ୪୭ବର୍ଷ ସେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇ ମଧ୍ୟ ସେ କିଛି କରି ବେପାର କରି କିଛି ରୋଜଗାର କରି ପାରିଛନ୍ତି । ଧୂପ କାଠି ବେପାର କରି ଦୁଇ ପଇସା ରୋଜଗାର କରି ପାରି ଛନ୍ତି ସମାଜ ର ମୁଖ୍ୟ ସ୍ରୋତ କୁ ଆସିବା ସକାଶେ ପ୍ରୟାସ ଜାରି ରଖି ଛନ୍ତି। ତାଙ୍କୁ ସରକାର ପକ୍ଷ ରୁ ଭତ୍ତା କହିଲେ ୩୫୦୦ ଓ ଚାଉଳ ୫ kg ମିଳୁଛି ଆଉ କିଛି ମିଳୁ ନଥିବା ର ପ୍ରକାଶ କରିଛନ୍ତି।