ଭାରତ -ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ; ୧୬୨ ରନ ଆଗରେ ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ – ଆଜି ଭାରତ -ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ଆରମ୍ଭ ହୋଇଛି ।ଏଥିରେ ଭାରତପକ୍ଷରୁ କେଏଲ ରାହୁଲ ଦମଦାର ଅର୍ଦ୍ଧଶତକ ୍ହାସଲ କରିଥିଲେ । ଫଳରେ ୧୬୧ ରନ କରିବାରେ ସକ୍ଷମ ହୋଇଛି । ବର୍ତ୍ତମାନ ଅଷ୍ଟ୍ରେଲିଆ ଆଗରେ୧୬୨ ରନର ବିଜୟ ସକ୍ଷମ ଲକ୍ଷ୍ୟ ରହିଛି ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲି ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ୫୧, ରବିନ୍ଦ୍ର ଜାଡେଜା ୪୪ ଓ ସଞ୍ଜୁ ସାମସନ ୨୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୬୧ ରନ କରିଥିଲା ।