ବିଧାନସଭା;ଜବରଦଖଲ କାରୀ କବଜା ରେ ଗୋଚର ଜମି । ୧୦ ହଜାର ୯୭୧.୧୧୨ ଏକର ଗୋଚର ଜମି ହୋଇଛି । ଜବର ଦଖଲ ଅନୁଗୁଳରେ ସର୍ବାଧିକ ୨୯୧୪.୪୨୪ ଏକର ଗୋଚର ଜମି ଜବର ଦଖଲ ହୋଇଛି । କେନ୍ଦୁଝର ରେ ୧୦୨୫.୮୯୯ ଏକର ଗୋଚର ଜମି ଜବର ଦଖଲ ହୋଇଛି । କଳାହାଣ୍ଡି ରେ ୯୪୧.୭୪ ଏକର ଗୋଚର ଜମି ଜବର ଦଖଲ ହୋଇଛି । ନବରଙ୍ଗପୁରରେ ୯୦୧.୧୫ ଏକର ଗୋଚର ଜମି ଜବର ଦଖଲ ହୋଇଛି । ଗଞ୍ଜାମ ରେ ୪୭୩.୯୪୧ ଏକର ଗୋଚର ଜମି ଜବର ଦଖଲ ହୋଇଛି । ରାଜ୍ୟର ଗୋଚର ଜମିର ପରିମାଣ ହେଉଛି । ୧୧ ଲକ୍ଷ ୨୦ ହଜାର ୭୭୯.୫୯୨ ଏକରବିଧାନସଭାରେ ଲିଖିତ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।