କର୍ତ୍ତବ୍ୟ ପଥରେ ଗଡିବନି ଓଡିଶାର ପ୍ରଜ୍ଞାପନ ମେଢ

0

ନୂଆଦିଲ୍ଲୀ : ଦିଲ୍ଲୀରେ ଗଡିବନି ଓଡିଶା  ପ୍ରଜ୍ଞାପନ ମେଢ । କର୍ତ୍ତବ୍ୟ ପଥରେ ଗଡିବନି ଓଡିଶାର ପ୍ରଜ୍ଞାପନ ମେଢ । ୫ଟି ପଯ୍ୟାୟ ଅତିକ୍ରମ କଲାପରେ ବାଦ ପଡିଲା । ସାଧାରଣତନ୍ତ୍ର ଦିବସରେ ଗଡିଥାନ୍ତା  ଓଡିଶା ମେଢ । ଭାରତର ସରକାରଙ୍କ ତରଫରୁ ପ୍ରକାଶିତ ତାଲିକାରୁ ବାଦ ପଡ଼ିଛି । କର୍ତ୍ତବ୍ୟପଥରେ ସାମିଲ ନହୋଇ ଭାରତ ପର୍ବରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଗତବର୍ଷ କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବା ସହ ପ୍ରଥମ ପୁରସ୍କାର ହାସଲ କରିଥିଲା । ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଏହାସହ ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା ।