ବିଜେପି ଛାଡିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

କଟକ:ବିଜେପି ଛାଡିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ବିଜେପିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା । କଟକ ଜିଲ୍ଲା ବିଜେପୀ ସଭାପତି ଥିଲେ ପ୍ରକାଶ ବେହେରା । ବିଜେପି ରାଜ୍ୟ ସଭାପତିଙ୍କୁ ନିକଟକୁ ସେ ଇସ୍ତଫାପତ୍ର ପଠାଇଛନ୍ତି । ସାଲେପୁର ଆସନାୁ ଥରେ ବିଧାୟକ ହୋଇଥିଲେ ପ୍ରକାଶ ବେହେରା । ସେ ୨୦୧୪ରୁ ୨୦୧୯ପର୍ଯ୍ୟନ୍ତ ବିଧାୟକ ଥିଲେ ।ବିଜେପି ଛାଡିବା ପରେ ଏବେ ସେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି ।