ପୁରୀ ଶ୍ରୀମନ୍ଦିର ଗଲେ ଦେଖିବାକୁ ପାଇବେ ଶୀତଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ।

(ବ୍ୟୁରୋରିପୋର୍ଟ- ରିପୋଟର ଟୁଡେ ) ଏଣିକି ପୁରୀ ଶ୍ରୀମନ୍ଦିର ଗଲେ ଦେଖିବାକୁ ପାଇବେ ପ୍ରାଥମିକ ଚିକିତ୍ସା କେନ୍ଦ୍ର । ପୁରୀ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଏହାର ସୁଭାରମ୍ଭ ହୋଇଛି । ମନ୍ଦିର ପରିଦର୍ଶନରେ ଅସିତିବା ଭକ୍ତ,ସେବାୟତ,ପରିଦର୍ଶକ ଓ ମନ୍ଦିର ଅଧିକାରୀଙ୍କ ଚିକିତ୍ସାରେ ଏହା ବ୍ୟବହାର କରାଯିବ । ଏହା ସହ ଦରୁରୀକାଳିନ ପରିସ୍ଥିତି ଓ ଉନ୍ନତ ମୁଳକ ଚିକିତ୍ସା ସୁବିଦା ଏଠାରେ ଯୋଗାଇ ଦିଆଯିବ । ଏହା ପ୍ରଥମ ସହାୟତା କେନ୍ଦ୍ର ସୁଗମ କାର୍ଯପାଇଁ ବ୍ୟବହାର କରାଯାଇଛି । ଏଥିରେ ପ୍ରତେକ ନୋଡଲ୍ ଅଦିକାରୀଙ୍କୁ ସି.ଡି.ଏମ.ଓ ଏବଂ ମନ୍ଦିର କାର୍ଯ୍ୟାଳୟ ଦ୍ୱାରା ନିଯୁକ୍ତି କରାଯିବ । ଏହା ପ୍ରଥମ ସହାୟତା କେନ୍ଦ୍ର ୧୪ ଏପ୍ରିଲରେ ଏହାର ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି ।