ଭୁବନେଶ୍ୱର( ବିଧାନସଭା);- ବାରାହା ମାରିବା ପାଇଁ ଯେଉଁମାନେ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଛନ୍ତି ।ଯାହା ଦ୍ୱାରା ହାତୀ ମରୁଛନ୍ତି ସେମାନଙ୍କ ଘରୁ ଲାଇନ କାଟିଦିଆଯିବ । ବିଧାନସଭାରେ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ କେ. ଭି ସିଂ ଦେଓ । ଇଲେକ୍ଟ୍ରି ଦ୍ୱାରା ହେଉଥିବା ହାତୀ ମୃତ୍ୟୁ ଓ ବାରାହା ଶିକାର ରୋକିବା ପାଇଁ ସମସ୍ତ ବିଧାୟକ ଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ।