(ସୋନପୁର / ଓମ ପ୍ରକାଶ ମିଶ୍ର ) : ଗ୍ରାମ ଥାନ୍ ତରଫରୁ ବାର୍ଷିକ ଉତ୍ସବ ଏବଂ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି।ସୋନପୁର ଗ୍ରାମ ଉଦ୍ ଥାନ୍ ତରଫରୁ ସ୍ଥାନୀୟ କସ୍ତୁରୀ ହୋଟେଲ ପରିସରରେ ଆୟୋଜିତ ହୋଇଥିଲା।ସଭାରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟ କାର୍ୟ୍ୟକାରି ଅଧିକାରୀ ଅନଙ୍ଗ ନେଗୀ ,ମୁଖ୍ୟ ବକ୍ତା ବରିଷ୍ଠ ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ରାମ ନାରାୟଣ ପାଣିଗ୍ରାହୀ,ଶିକ୍ଷାବିତ ଉତ୍ତମ କୁମାର ମହଲା ପ୍ରମୁଖ ଉପସ୍ଥିତ ଥିଲେ।ଚଳିତ ବର୍ଷ ର ବିସୟ ବସ୍ତୁ ଅନ୍ତର୍ଜାତୀକ ସାକ୍ଷରତା ଏବଂ ବହୁଭାସିତ ଉପରେ ଆଲୋଚନା କରିଥିଲେ।