ଆଚରଣ ବିଧି ଉଲ୍ଲଙ୍ଘନକୁ ନେଇ ସିଇଓଙ୍କୁ ବିଜେପିର ଅଭିଯୋଗ

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ରାଜ୍ୟ ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି । ବିଜେପି ସିଇଓଙ୍କ ନିକଟରେ ବିଜେଡି ଆଚରଣ ବିଧି ଉଲ୍ଲଙ୍ଘନ କରୁଥବବାକୁ ନେଇ ଅଭିଯୋଗ କରିଛି । ବିଜେଡି ସରକାରର ଲୋକ ସଂପର୍କ ବିଭାଗରେ କାମ କରୁଥିବା ଅଧିକାରୀ ସିଇଓ ହୋଇଥିବାରୁ ସେ ବିଜେଡି ପ୍ରତି ଅନୁଗତ ଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ।