ଶିଶୁ ବିକ୍ରି ଅଭିଯୋଗ ଘଟଣା: ନିଲମ୍ବିତ ହେଲେ ଏଏନଏମ ଦିଦି ଓଡିଶା By Minu Sahoo Last updated Nov 22, 2024 Share ପାଟଣାଗଡ଼: ସୁନାମୁଦି ସବ ସେଣ୍ଟର ଏଏନଏମ ଦିଦି ନିଲମ୍ବିତ । ନିଲମ୍ବନ ନିର୍ଦେଶ ଦେଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଶିଶୁ ବିକ୍ରି ଅଭିଯୋଗ ଘଟଣାରେ ମଧ୍ୟସ୍ଥି ସାଜିଥିଲେ ଦିଦି । ଖପ୍ରାଖୋଲ ସାନ ଗୁଜି ଭଟ୍ଟା ଗାଁ ରେ ଶିଶୁ ବିକ୍ରି ହୋଇଥିଲା । Odishareporterstoday Share FacebookTwitterGoogle+ReddItWhatsAppPinterestEmail