ଭୁବନେଶ୍ୱର; ସିବିଏସଇର ଦଶମରେ ଦୁଇ ବୋର୍ଡ ପରୀକ୍ଷା ହେବା ନେଇ ସ୍ପଷ୍ଟିକରଣ ରଖିଛି ସିବିଏସଇ।୨୫ ତାରିଖରେ ୱେବସାଇଟ ରେ ପ୍ରକାଶିତ ତଥ୍ୟ ନେଇ ସ୍ପଷ୍ଟିକରଣ ରଖିଛି ସିବିଏସଇ।
ସବୁ ବିଷୟ ଓ ଭାଷା ପୂର୍ବପରି ୨୫-୨୬ ବୋର୍ଡ ରେ ସ୍ଥାନ ପାଇବ। ଡ୍ରାଫ୍ଟ ପଲିସିର ୮ ନମ୍ବର ପଏଣ୍ଟ ବିଷୟରେ ତଥ୍ୟ ରଖିଛି ସିବିଏସଇ। ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷା ରହିବ ବୋଲି ଚିଠି କରିଛି ସିବିଏସଇ।