Browsing Category

ଖେଳ

ପାକିସ୍ତାନକୁ ଲାଗିଛି ବଡ଼ ଝଟକା : ପୋକ୍ ଯାଇପାରିବନି ଚାମ୍ପିଅନ୍ସ ଟ୍ରଫି

ନୂଆଦିଲ୍ଲୀ:  ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ…
Read More...

ସାରା ବିଶ୍ୱରେ ଭାରତୀୟ କ୍ରିକେଟରଙ୍କ କ୍ରେଜ: ଅଷ୍ଟ୍ରେଲିଆ ଖବରକାଗଜରେ ବିରାଟଙ୍କ ଫଟୋ

ଭାରତୀୟ କ୍ରିକେଟରଙ୍କ କ୍ରେଜ୍‌ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ରହିଛି । ପ୍ରଶଂସକମାନଙ୍କୁ ଖୁସି କରାଇବା ପାଇଁ ଆଶ୍ଚର୍ଯ୍ୟ ଜନକ ପଦକ୍ଷେପ ଭାବେ ଖବରକାଗଜ ସଂସ୍ଥା ବିରାଟଙ୍କ ଫଟୋ ଦେଇ ହିନ୍ଦୀ ଏବଂ ପଞ୍ଜାବୀରେ ହେଡଲାଇନ୍ ଛାପିଥିବା ଦେଖାଯାଇଛି । ପ୍ରଥମ ପୃଷ୍ଠାରେ ବିରାଟଙ୍କ…
Read More...

ଆଜି ଭାରତ -ଦକ୍ଷିଣ ଆଫ୍ରିକା ଟି ୨୦ ପ୍ରଥମ ମୁକାବିଲା

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ଟି ମ୍ୟାଚ୍ ବିଶିଷ୍ଟ ପ୍ରଥମ ମୁକାବିଲା ଆଜି । ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳାଯିବ । ଟସ୍ ରାତି ୮ଟାରେ ପଡିବ । ପ୍ରଥମ ଟି-୨୦ରେ ଦୁଇ ଜଣ ଦ୍ରୁତ ବୋଲରଙ୍କୁ ପଦାର୍ପଣ କରିବାକୁ ସୁ୍‌ଯୋଗ ମିଳିପାରେ । ୟଶ ଦୟାଲ ଓ ବିଜୟ କୁମାର ବୈଶାଖ ସିରିଜର ପ୍ରଥମ…
Read More...

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ

ନୂଆଦିଲ୍ଲୀ:  ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ। ଆୟୋଜନ ପାଇଁ ଇଚ୍ଛୁକ ଦର୍ଶାଇ ଔପଚାରିକ ଭାବେ ଚିଠି।ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ ନେଇ ଇଚ୍ଛୁକ ଦର୍ଶାଇ ଚିଠି। ଅଲିମ୍ପିକ୍ସ…
Read More...

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା

ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିର ତାରକା ହେଉଛନ୍ତି ବିରାଟ କୋହଲି । କିଙ୍ଗ କୋହଲି ନାମରେ ସେ ତାଙ୍କ ପ୍ରଶଂସକଙ୍କ ପାଖରେ ପରିଚିତ କ୍ଷ ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର ହେଉଛନ୍ତି କୋହଲି । ଆଉ ଆଜି ହେଉଛି ବିରାଟଙ୍କ ଜନ୍ମଦିନ କ୍ଷ ୩୬…
Read More...

ପୁଣି ଚର୍ଚ୍ଚାରେ ଇମାନେ;ମେଡିକାଲ ରିପୋର୍ଟରେ ଇମାନେଙ୍କ ରିପୋର୍ଟରେ ପୁରୁଷଙ୍କ ହରମୋନ ରହିଛି

ଭୁବନେଶ୍ୱର; ପୁଣି ଚର୍ଚ୍ଚାରେ ଇମାନେ । ଲିଙ୍ଗକୁ ନେଇ ପୁଣି ଚର୍ଚ୍ଚାକୁ ଅଅସିଛନ୍ତି ଇମାନେ ଖେଲିଫ୍ । ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଥିବା ବେଳେ ଲିଙ୍ଗକୁ ବିବାଦ ଘେରକୁ ଆସିଥିଲର । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ମୁଷ୍ଟି ଇମାନେ ଖେଲିଫ ସ୍ୱର୍ଣ୍ଣ ଜିତିଥିଲେ ।ଅଲିମ୍ପିକ୍ସ…
Read More...

ଏୟାରପୋର୍ଟରେ ଖେଳାଳିଙ୍କ ସାଧାରଣ ଜ୍ଞାନ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୮ ତାରିଖରୁ ଖେଳାଯିବ ଟି୨୦ ସିରିଜ। ଏଥିରେ ମୁହାଁମୁହିଁ ହେବେ ଭାରତ ଏବଂ ସାଉଥ ଆଫ୍ରିକା  । ଏହା ପ୍ରଥମ ମାଚରେ ଡରବନରେ ଖେଳାଯିବାକୁ ଥିବା ବେଳେ ସାଉଥ ଆଫ୍ରିକାରେ ପହଞ୍ଚିଛି  ଭାରତୀୟ ଟିମ । ଏନେଇ ବିସିସିଆଇ ଖେଳାଳିଙ୍କ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ…
Read More...

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

ଭୁବନେଶ୍ଵର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଟେନିସ ସେଣ୍ଟର ରେ ଆଜି ଠାରୁ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍। ଏହି ପ୍ରତିଯୋଗିତାରେ ୧୧ଟି ଦେଶର ୮୮ଜଣ ଖେଳାଳି ଭାଗ ନେଇଛନ୍ତି। ଆୟୋଜକ ଭାରତ ସମେତ ଜାପାନ,, ଆମେରିକା, ରସିଆ, ଚେକ୍ ରିପବ୍ଲିକ, ଜର୍ମାନୀ,…
Read More...

ବାଳକାଟୀ କଲେଜ ପଡିଆରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା କବାଡି ପ୍ରତିଯୋଗିତା

ବାଲିପାଟଣା (ବିଦ୍ୟା ଭୂଷଣ ଭୋଳ ) : ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା କବାଡି ପ୍ରତିଯୋଗିତା ବାଳକାଟୀ କଲେଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି | ଏହି ଟୁର୍ନାମେଣ୍ଟରେ ପିପିଲିକୁ 29-27 ପଏଣ୍ଟରେ ହରାଇ ବଳଙ୍ଗା ଚାମ୍ପିୟନ ହୋଇଛି | ଟୁର୍ନାମେଣ୍ଟଟିରେ…
Read More...

ପାକିସ୍ତାଦ କ୍ରିକେଟ ଦଳର ଫିଲ୍ଡିଂ କୋଚ ହେଲେ ମହମ୍ମଦ ମସରୁର

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସ୍ଥାନୀୟ ପ୍ରଥମ ଶ୍ରେଣୀ ଖେଳାଳି ମହମ୍ମଦ ମସରୁର୍‌ଙ୍କୁ ଅଷ୍ଟ୍ରେଲିଆ, ଜିମ୍ବାୱେ ଏବଂ ସାଉଥ୍ ଆଫ୍ରିକା ଗସ୍ତ ପାଇଁ ଜାତୀୟ ଟିମ୍‌ର ଫିଲ୍ଡିଂ କୋଚ୍ ନିଯୁକ୍ତ କରିଛି। ଉନ୍ନତ ଫିଲ୍ଡିଂ ପାଇଁ ପ୍ରସିଦ୍ଧ ମସରୁର୍ ତିନୋଟି ଯାକ ଗସ୍ତ ପାଇଁ…
Read More...