Browsing Category

ଜୀବନ ପ୍ରଣାଳୀ

ଆଳୁ ପରେ କନ୍ଦାଇଲାଣି ପିଆଜ : ଦର ଛୁଇଁଲା ୬୦ -୭୦ ଟଙ୍କା

ଭୁବନେଶ୍ୱର : ଅସ୍ତରଙ୍ଗ ହାତରେ ପିଆଜ ବଢିଥିବା ସୂଚନା । ଆଳୁ ସଙ୍କଟ ନ ସରୁଣୁ ପିଆଜ ପାଇଁ ଚିନ୍ତା ବଢ଼ିଲା । ପିଆଜ କିଳା ପ୍ରତି ୬୦-୭୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ଭବିଷ୍ୟତରେ ଆହୁରି ଦର ବୃଦ୍ଧିର ଆଶଙ୍କା ରହିଛି । ବଜାରରେ ଆଳୁ ଆଉ ପିଆଜ ଦାରାକୁ ନେଇ ଗ୍ରାହକ ବ୍ୟବସାୟୀମାନେ…
Read More...

ସାରା ରାତି ଏସି ଚଳାଇ ଶୋଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ରୋଗ

ଭବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ | ଏତେ ଟା ଖରା ନ ହେଉଥିଲେ ବି ଗୁଳଗୁଳି ଜନଜୀବନକୁ ଅସ୍ତଵ୍ୟସ୍ଥ କରୁଛି | ଏଣୁ ଆମ ମଧ୍ୟରୁ ଅନେକ ରାତି ସାରା ଏସି ଲଗାଇ ଶୋଇଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଅନେକ ରୋଗ ହୋଇପାରେ । ଯଦି ଆପଣ ରାତିରେ ୫ ରୁ ୬ ଘଣ୍ଟା…
Read More...

କଦଳୀ ନିୟମିତ ଖାଇବା କ୍ଷତିକାରକ!

କଦଳୀ ଏମିତି ଏକ ଫଳ ଯାହା ପ୍ରାୟ ଅଧିକାଂଶ ଲୋକଙ୍କୁ ପସନ୍ଦ । ସାରା ଦୁନିଆରେ ସର୍ବାଧିକ ଖିଆଯାଉଥିବା ଫଳ ହେଲା କଦଳୀ । କଦଳୀର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ମଧ୍ୟ ରହିଛି । ଏହା ରକ୍ତଚାପ ନିୟନ୍ତ୍ରଣ କରିଥାଏ । ତାଛଡା ଶ୍ୱାସ ରୋଗ ଓ କ୍ୟାନସର ରୋଗୀଙ୍କ ପାଇଁ ମଧ୍ୟ ପ୍ରଭାବଶାଳୀ । କଦଳୀର…
Read More...

ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୁଏ ଜାଣନ୍ତୁ…..

ଭୁବନେଶ୍ବର : ଆପଣ ବେଳେ ବେଳେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଯେତେ ପରିଶ୍ରମ କଲେ ବି ଠିକ ଅର୍ଥ ଉପାର୍ଜନ କାହିଁକି ହୁଏନି । ଆପଣ କେତେ ସତର୍କତାର ସହ ବ୍ୟୟ କଲେ ବି କାହିଁକି ହାତରେ ପଇସା ରହେନି । ଏସବୁ ଆପଣଙ୍କ ଭାଗ୍ୟ ଯୋଗୁଁ ହଉଥାଇପାରେ । ବିଦ୍ବାନମାନେ କହିଛନ୍ତି ଆମ ଶରୀରରେ ଏପରି ଚିହ୍ନ…
Read More...

କେଉଁ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ଅଧିକ କାମୁଡିଥାଆନ୍ତି

ଭୁବନେଶ୍ବର : ଆପଣକୁ କେବେ କେବେ ମଶା ତ କାମୁଡିଥିବେ ନିଶ୍ଚୟ । ବେଳେ ବେଳେ ଏମିତି ବି ହୋଇଥାଏ ମଶାମାନେ ଆପଣଙ୍କୁ କାମୁଡୁଥିବେ କିନ୍ତୁ ଆପଣଙ୍କ ପାଖରେ ଥିବା ଲୋକକୁ କାମୁଡୁନଥିବେ । ସେତେବେଳେ ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ ।…
Read More...

ଭୋଜନ ଶେଷରେ ମିଠା କାହିଁକି ?

ଭୁବନେଶ୍ୱର : କଥାରେ ଅଛି ଖାଇବା ପରେ କିଛି ମିଠା ଖାଇବା କଥା | ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବା କଥା ଆସନ୍ତୁ ଜାଣିବା | ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା ଅନୁଷ୍ଠାନରେ କିମ୍ବା କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ |…
Read More...

ଆର୍ଥିକ ସଙ୍କଟ ଦୂରେଇବାକୁ ହେଲେ ଅଣଦେଖା କରନ୍ତୁନି ଏହିସବୁ ନିୟମ

ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି । ବାସ୍ତୁଶାସ୍ତ୍ର ଜୀବନଶୈଳୀ ଉପରେ ବିଭିନ୍ନ ପ୍ରଭାବ ପକାଇଥାଏ । ବାସ୍ତୁଶାସ୍ତ୍ର ଅନେକ ସମସ୍ୟା ସମାଧାନ କରିଥାଏ । ସେଥିପାଇଁ ଲୋକେ ଘର ତିଆରି କରିବା ପୂର୍ବର ବାସ୍ତୁଶାସ୍ତ୍ରର ସବୁ ଦିଗ ପ୍ରତି ଦୃଷ୍ଟି ନେଇ ଘର ତିଆରି କରିଥାନ୍ତି ।…
Read More...

ବିନା ଖର୍ଚ୍ଚରେ ନଖକୁ କିପରି କରିବେ ସୁନ୍ଦର

ନାରୀ ଓ ପୁରୁଷ ସଭିଏଁ ଚାହିଥାନ୍ତି ନଖକୁ ସୁନ୍ଦର ଅ ।ଉ ମଜବୁତ ରଖିବାକୁ । ଖାସ କରି ନାରୀ ମାନେ ନଖ ବିବା, ନଖ ମଜବୁତ ରହିବା, ନଖ ନ ମରିବା ପାଇଁ ବିଭିନ୍ନ ପ୍ରକାରର ପ୍ରକ୍ରିୟା କରିଥାନ୍ତି । ହେଲେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଏହି ସମସ୍ୟାର ଉପଚାର କରିପାରିବା । ସେଥିପାଇଁ…
Read More...

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଗୁଡ

ଗୁଡ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପ୍ରଚୁର ପରିମାଣର ମିନେରାଲ୍ସ ରହିଥାଏ। ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଗୁଡ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାନ୍ତି ତାହାଲେ ଗୁଡ଼ ଖାଇବା ଆପଣଙ୍କ ପାଇଁ ଖୁବ୍‌ ଲାଭକାରୀ…
Read More...

ଶୀତଦିନେ ପିଅନ୍ତୁ ଗାଜର ଜୁସ, ମିଳିବ ଅନେକ ଫାଇଦା

ଗାଜର ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ । ତେଣୁ ଡାକ୍ତର ମଧ୍ୟ ସକାଳୁ ଗାଜର ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ କଞ୍ଚା ଗାଜର ଖାଇବା ଠାରୁ ଗାଜର ଜୁସ୍ ଅଧିକ ଲାଭଦାୟକ ହୋଇଥାଏ । ଖାସ୍ କରି ଶୀତଦିନେ ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଗାଜର…
Read More...