Browsing Category
ଶିକ୍ଷା
ପ୍ରକାଶ ପାଇଲା +୨ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର : ପ୍ରକାଶ ପାଇଲା +୨ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି । ଆସନ୍ତା ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ନଭେମ୍ବର ୧ ତାରିଖରେ ମେରିଟ ଲିଷ୍ଟ ସମେତ ୱେଟିଂ ଲିଷ୍ଟ ପ୍ରକାଶ ପାଇବ। ଖାଲିଥିବା ସିଟ୍ ସଂଖ୍ୟାର ୧୦ ଗୁଣ ଛାତ୍ରଛାତ୍ରୀ ୱେଟିଂ…
Read More...
Read More...
ଦକ୍ଷିଣ କୋରିଆ ସାହିତ୍ୟିକା ହାନ୍ କାଙ୍ଗ ପାଇବେ ନୋବେଲ
ନୂଆଦିଲ୍ଲୀ: ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା। ରୟାଲ ସ୍ବଡେଶ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ ଚଳିତ ବର୍ଷ ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୫୩ ବର୍ଷୀୟା ହାନ୍ କାଙ୍ଗ୍ ଜୀବନଧର୍ମୀ ଆଧ୍ୟାତ୍ମିକ ଲେଖା ପାଇଁ ଏହି ସମ୍ମାନଜନକ ନୋବେଲ ପୁରସ୍କାର…
Read More...
Read More...
ଜୋର୍ ଧରିଲା ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି
କଟକ : ଜୋର୍ ଧରିଲା ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି। ମିନ-ଆରଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଅଭିନବ ପ୍ରତିବାଦ । ଆଡମିଟ୍ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଲେ ପରୀକ୍ଷାର୍ଥୀ ।କଟକରେ ପ୍ରତିବାଦ କରି ଜିଲ୍ଲାପାଳ ଅଫିସ ଯାଇଥିଲେ ଶତାଧିକ ପରୀକ୍ଷାର୍ଥୀ ।ପରୀକ୍ଷା ବାତିଲ୍…
Read More...
Read More...
ବାତିଲ ହେଲା ପୋଷ୍ଟ ଗ୍ରାଜୁଏଟ ଟିଚର ଲିଖିତ ପରୀକ୍ଷା
ଭୁବନେଶ୍ବର : ଆଜି ହେବାକୁ ଥିବା ପୋଷ୍ଟ ଗ୍ରାଜୁଏଟ ଟିଚର ( ପିଜିଟି) ଲିଖିତ ପରୀକ୍ଷା ବାତିଲ । ପିଜିଟି ଫିଜିକ୍ସ, ଗଣିତ ଓ ଓଡ଼ିଆ ବିଷୟର ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ ନିର୍ଦ୍ଦେଶ ଦିଆଯାଇଛି। ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କରିଛନ୍ତି ଓପିଏସସି ସଂପାଦକ। ତେବେ…
Read More...
Read More...
ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟର ସିଲ୍ ଖୋଲାଯାଇଥିବା ନେଇ ପରୀକ୍ଷାର୍ଥୀ ମାନଙ୍କ ଅଭିଯୋଗ
ଭୁବନେଶ୍ୱର: OSSC ପରିଚାଳିତ ପରୀକ୍ଷାରେ ତ୍ରୁଟି। OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି । ବାଲେଶ୍ବରର ଏକ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ ସିଲ୍ ଖୋଲାଥିବା ଅଭିଯୋଗ କରିଛନ୍ତି…
Read More...
Read More...
ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା
ଭୁବନେଶ୍ୱର;ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା । ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ । ଇଣ୍ଟରନାଲ ଓ ମେନ ପରୀକ୍ଷା । ଇଣ୍ଟରନାଲ ଡ଼ିସେମ୍ବର ୨୬ ରୁ ୩୦ ଯାଏଁ ହେବ, ଜାନୁଆରୀ ୨ ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ…
Read More...
Read More...
ପୁଣି ବଦଳିଲା ସ୍କୁଲ ୟୁନିଫର୍ମ : ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ନୂଆ ଡ୍ରେସ
ବ୍ୟୁରୋ : ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ବଦଳିଲା ସ୍କୁଲ ୟୁନିଫର୍ମ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହେବ । ଏଣିକି ସବୁଜ ପ୍ୟାଣ୍ଟ-ଚେକ ସାର୍ଟ ନୁହେଁ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ। ସବୁଠୁ ବଡ କଥା ହେଉଛି…
Read More...
Read More...
ଯୌନ ନିର୍ଯାତନା ରୋକିବାକୁ ଆକ୍ସନ ମୋଡ୍ରେ ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର;ଯୌନ ନିର୍ଯାତନା ରୋକିବାକୁ ଆକ୍ସନ ମୋଡ୍ରେ ଉଚ୍ଚଶିକ୍ଷା ବିଭାଗ | ଏଣିକି ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି( ଆଇସିସି) ଗଠନକୁ ଗୁରୁତ୍ୱ ଦେଇଛି ବିଭାଗ। ସବୁ ଉଚ୍ଚ ଶି କ୍ଷାନୁଷ୍ଠାନରେ ଏହି କମିଟି ଅଛି କି ନାହିଁ, ଏହା କିପରି କାମ କରୁଛି, ଏସବୁର…
Read More...
Read More...
ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳିକା…
ରାୟଗଡ;ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ । ତେବେ ଗତ ୧୭ ତାରିଖରେ ଅଭିଯୋହ ଶୁଣାଣିରେ ହୋଇଥିଲା ପ୍ରଧାନ ଶିକ୍ଷୟିତ୍ରୀ ନାଁରେ ଅଭିଯୋଗ । ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳିକା ବିଦ୍ୟାଳୟର…
Read More...
Read More...
ସମସ୍ତ ଶିକ୍ଷାନୁଷ୍ଠାନ ହେବ ନିଶାମୁକ୍ତ : ନିଶାମୁକ୍ତ କ୍ୟାମ୍ପସ କଡ଼ାକଡ଼ି କରିବାକୁ ୟୁଜିସିର ନିର୍ଦ୍ଦେଶ
ଭୁବନେଶ୍ୱର : ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ କରାଯିବ ନିଶାମୁକ୍ତ। ଛାତ୍ର ଛାତ୍ରୀଙ୍କ ପରେ ଅଧ୍ୟାପକ, ଶିକ୍ଷକ ବି ନିଶା ଗ୍ରହଣ କରୁନାହାନ୍ତି ବୋଲି ଅଣ୍ଡରଟେକିଂ ଦାଖଲ କରିବେ। ଶିକ୍ଷାନୁଷ୍ଠାନକୁ କେହି ନିଶା ସେବନ କରି ଆସିବେ ନାହିଁ କି କୌଣସି ପ୍ରକାର ମାଦକ ଦ୍ରବ୍ୟ ଆଣିପାରିବେ ନାହିଁ ।…
Read More...
Read More...