ଭୁବନେଶ୍ୱର: ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଉଭୟ ଲୋକସଭା ଓ ବିଧାନସଭା ନିବାର୍ଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପ୍ରାର୍ଥୀ ତାଲିକାରେ ୯ଟି ଲୋକସଭା ଆସନ ସହ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।ତେବେ ୭ଟି ଲୋକସଭା ଆସନ ପାଇଁ କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି ହୋଇଥିବା ବେଳେ କଳାହାଣ୍ଡି ରୁ ଲମ୍ବୋଦର ନିଆଲ, ସୁନ୍ଦରଗଡରୁ ଦିଲ୍ଲୀପ ତିର୍କୀ, ମୟୁରଭଞ୍ଜରୁ ସୁଦାମ ମାର୍ଣ୍ଡି, ଆସ୍ମାରୁ ରଞ୍ଜିତା ସାହୁ, କୋରାପୁଟରୁ କୌଶଲ୍ୟା ହିକକା ହୋଇଥିବା ବେଳେ ଭୁବନେଶ୍ୱରରୁ ମନ୍ମଥ ରାଉତରାୟ ଓ ନବରଙ୍ଗପୁରରୁ ପ୍ରଦୀପ ମାଝୀ ଙ୍କ ନାମ ଘୋଷଣା ହୋଇଛି । ସେହିପରି ବିଧାନସଭା ଆସନ ପାଇଁ ବିଷମ କଟକ – ଜଗନ୍ନାଥ ସାରକା, ଗୁଣୁପୁର – ରଘୁନାଥ ଗମାଙ୍ଗ, ରାୟଗଡା – ଅନୁସୂୟା ମାଝୀ, ବରଗଡ – ଦେବେଶ ଆଚାର୍ୟ୍ୟ, ବିଜେପୁର – ରୀତା ସାହୁ, ଅତାବିରା – ସେହ୍ନାଙ୍ଗିନୀ ଛୁରିଆ, ଭଟଲି – ସୁଶାନ୍ତ ସିଂ, ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର, ବସ୍ତା – ସୁବାସିନୀ ଜେନା , ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ, ଭଦ୍ରକ – ପ୍ରଫୁଲ ସାମଲ, ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ, ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ, ଚାନ୍ଦବାଲି – ବ୍ୟୋମକେଶ ରାୟ, ବିଞ୍ଝାରପୁର – ପ୍ରମିଳା ମଲ୍ଲିକ, ଧର୍ମଶାଳା – ପ୍ରଣବ ବଳବନ୍ତରାୟ, ଯାଜପୁର – ସୁଜାତା ସାହ, ସୁକିନ୍ଦା – ପ୍ରୀତିରଞ୍ଜନ ଘଡେ, ଢେଙ୍କାନାଳ – ସୁଧୀର ସାମଲ, କାମାକ୍ଷାନଗର – ପ୍ରଫୁଲକୁମାର ମଲ୍ଲିକ, ପରଜଙ୍ଗ – ନୃସିଂହ ସାହୁ, ପାଲଲହଡା – ମୁକେଶ ପାଲ , ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା, ସୋନପୁର – ନିରଞ୍ଜନ ପୂଜାରୀ , ଲୋଇସିଂହା – ନିହାର ରଞ୍ଜନ ବେହେରା, ପାଟଣାଗଡ – ସରୋଜ ମେହେର, ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ, ଟିଟିଲାଗଡ – ଟୁକୁନି ସାହୁ, ନୂଆପଡା – ରାଜେନ୍ଦ୍ର ଢୋଲକିଆ, ଉମରକୋଟ – ନବୀନା ନାୟକ, ଝରିଗାଁ – ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ, ଡାବୁଗାଁ – ମନୋହର ରନ୍ଧାରୀ, ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ, ଜୁନାଗଡ – ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ , ଭବାନୀପାଟଣା – ଲତିକା ନାୟକ, ଜି ଉଦୟଗିରି – ସାଲୁଗା ପ୍ରଧାନ, କଣ୍ଟାମାଳ – ମହିଧର ରଣା, ବୌଦ୍ଧ – ପ୍ରଦୀପ କୁମାର ଅମାତ, ବଡମ୍ବା – ଦେବୀ ପ୍ରସାଦ ମିଶ୍ର, ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ, କଟକ ଚୌଦାର – ସୌଭିକ ବିଶ୍ୱାଳ, ନିଆଳି – ପ୍ରମୋଦ ମଲ୍ଲିକ, କଟକ ସଦର – ଚନ୍ଦ୍ରସାରଥୀ ବେହେରା, ପାଟକୁରା – ଅରବିନ୍ଦ ମହାପାତ୍ର, ଆଳି – ପ୍ରତାପ ଦେବ, ରାଜନଗର – ଧ୍ରୁବ ସାହୁ, ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ , ପୁରୀ – ସୁନୀଲ ମହାନ୍ତି , ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ – ସଞ୍ଜୟ ଦାସବର୍ମା, ପିପିଲି – ରୁଦ୍ର ପ୍ରସାଦ ମହାରଥୀ, ଜଟଣୀ – ବିଭୂତି ବଳବନ୍ତରାୟ, ରଣପୁର – ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା, ନୟାଗଡ – ଅରୁଣ ସାହୁ, ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ, ପୋଲସରା – ଶ୍ରୀକାନ୍ତ ସାହୁ, କବିସୂର୍ୟ୍ୟନଗର – ଲତିକା ପ୍ରଧାନ, ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା, ସୋରଡା – ସଂଘମିତ୍ରା ସ୍ୱାଇଁ, ହିଞ୍ଜିଳି – ନବୀନ ପଟ୍ଟନାୟକ, ଗୋପାଳପୁର – ବିକ୍ରମ କୁମାର ପଣ୍ଡା, ଦିଗପହଣ୍ଡି – ବିପ୍ଲବ ପାତ୍ର, ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ, କୋଟପାଡ – ଚନ୍ଦ୍ରଶେଖର ମାଝୀ, କୋରାପୁଟ – ରଘୁରାମ ପୋଡାଲ, ମାଲକାନଗିରି – ମାନସ ମାକାମ୍ବୀ, କାଶୀପୁର – ବଦ୍ରିନାରାୟଣ ପାତ୍ର, ପାଟଣା – ଜଗନ୍ନାଥ ନାୟକଙ୍କ ନାମ ଘୋଷଣା କରାଯାଇଛି ।