ଲୋକସଭା ଅସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ବିଜେଡି ଲୋକସଭା ଆସନ  ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା  ।   ଆଉ ୬ ଆସନ ପାଇଁ ଘୋଷଣା ହୋଇଛି ତାଲିକା ।  ପୁରୀରୁୁ ଅରୂପ ପଟ୍ଟନାୟକ ଲଢୁଥିବା ବେଳେ ଢେଙ୍କାନାଳ ରୁ ଅବିନାଶ ସାମଲ ଲଢିବେ  । ସେହିପରି ଜଗତସିଂହପୁର ରୁ ରାଜଶ୍ରୀ ମଲ୍ଲୀକ ଲଢୁଥିବା ବେଳେ କନ୍ଧମାଳ ରୁ ଅଚ୍ୟୁତ ସାମନ୍ତ,  କଟକ ରୁ ସଂତୃପ୍ତ ମିଶ୍ର ଓ  ଯାଜପୁର -ଶର୍ମିଷ୍ଠା ସେଠି ଲଢିବା ନେଇ ବିଜେଡି ନାମ ଘୋଷଣା କରିଛି ।