ମନୋଜ ପଣ୍ଡାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା
ରାଜସ୍ଥାନରେ ପୁରସ୍କୃତ ହୋଇ ଆସିଥିବାରୁ ସୋନପୁର ସହର ରେ ଥିବା ସ୍ବଛ ଭାରତ ଅନୁଷ୍ଠାନ
(ଓମ ପ୍ରକାଶ ମିଶ୍ର / ସୁବର୍ଣ୍ଣପୁର) : ସୁବର୍ଣ୍ଣପୁର ଜିଲ୍ଲା ରେ ପୋଲିସ ବିଭାଗର କନେଷ୍ଟବଳ ଭାବେ କାର୍ଯ୍ୟକରୁଥିବା ଜିଲ୍ଲାର ରାଜ୍ୟ ରକ୍ତଦାନ ଓ ରେଡକ୍ରସ ର ସଭାପତି ମନୋଜ ପଣ୍ଡା ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ ଓ ଦରକାର କରୁଥିବା ଲୋକଙ୍କ ପାଇଁ ବିଭିନ୍ନ ଗୄପ ର ରକ୍ତ ଯୋଗାଡ କରୁଥିବାରୁ ତାଙ୍କୁ ଓ ରାଜସ୍ଥାନରେ ପୁରସ୍କୃତ ହୋଇ ଆସିଥିବାରୁ ସୋନପୁର ସହର ରେ ଥିବା ସ୍ବଛ ଭାରତ ଅନୁଷ୍ଠାନ ସହ ଅନ୍ୟାନ ସଂସ୍ଥା ଓ ସହର ର ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ସମ୍ବଦ୍ଧିତ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଏହି ସମ୍ବଦ୍ଧିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀବଛ ମଲ୍ଲିକ, ମନରଞନ ତ୍ରିପାଠୀ, ଲଡୁ କିଶୋର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।