ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡା:  ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ଉପଲକ୍ଷେ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ ଅନଷ୍ଠିତ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ଉପଲକ୍ଷେ ବୃ୍ଷରୋପଣ କରାଯାଇଛି । ବନାଞ୍ଚଳ ଅଧିକାରୀ…
Read More...

ମୃତ୍ୟୁ ମୁଖରୁ ଅଳ୍ପକେ ବାର୍ତ୍ତିଗଲେ ଶ୍ରମିକ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥରେ  ଦୁର୍ଘଟଣା ଘଟିଛି ।  ଟାଟା ଏସି ପିକଅପ ଭ୍ଯାନ ନନ୍ଦିକା ବାଇପାସ ନିକଟରେ ଭାରସାମ୍ଯ ହରାଇ ଓଲଟିଲା । 20ରୁ ଉର୍ଧ୍ବ ଶ୍ରମିକ ଗୁରୁତର ହୋଇ ସ୍ଥାନୀୟ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ…
Read More...

ସାପ କାମୁଡାରେ ୨ ଭାଇ ମୃତ

ଦେବଗଡ: ସାପ କାମୁଡାରେ ଦୁଇ ଭାଇ ମୃତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଜାଙ୍ଗଲିକୁଦା ଗାଁରେ । ମୃତ ଦୁଇଭାଇ ହେଉଛନ୍ତି ସର୍ବେଶ୍ୱର ଦେହୁରୀଙ୍କ ପୁଅ ଗୌରାଙ୍ଗ ଦେହୁରୀ ଓ ସୌଭାଗ୍ୟ ଦେହୁରୀ । ଗତକାଲି ରାତିରେ ଦୁଇ ଭାଇ ଶୋଇଥିବା ବେଳେ ସାପ କାମୁଡିଥିଲା । ପରିବାର ଲୋକ…
Read More...

୨୦୧୧ ଓଡିଶା ସିଭିଲ ସର୍ଭିସର ପରୀକ୍ଷାର ଫଳ ପ୍ରକାଶ ଉପରେ ହାଇକେର୍ଟର ଆନ୍ତରୀଣ ଅଙ୍କୁଶ

ଭୁବନେଶ୍ୱେର: ୨୦୧୧ ଓଡିଶା ସିଭିଲ ସର୍ଭିସର ପରୀକ୍ଷାର ଫଳ ପ୍ରକାଶ ଉପରେ ହାଇକେର୍ଟର ଆନ୍ତରୀଣ ଅଙ୍କୁଶ । ଚୟନ ପ୍ରକ୍ରିୟା ଜରି ରହିଲେ ବି କେର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦେଶ ଦେଇଛନ୍ତି ହାଇକେର୍ଟରେ ବିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ…
Read More...

IIC ବଦଳିରେ ଭାବବିହ୍ୱଳ ପରିବେଶ

ଆସ୍କା: ଆସ୍କା ଥାନାରେ ଥିବା IICଙ୍କ ବଦଳି ହୋଇଛି । ବଦଳି ହେବା ପରେ ସେ ଏବେ ପୁରୀରେ ଡିଏସପି ଭାବେ ପଦୋନ୍ନତି ହୋଇଛି । ତାଙ୍କର ଏହି ବଦଳି ପରେ ଆସ୍କାଥାନାର ଅଧିକାରୀ ମାନେ ଭାବବିହ୍ୱଳ ହୋଇ ପଡିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ନିକଟରେ ଭାରତ ବର୍ଷରେ ଆସ୍କା ଥାନାକୁ ଶ୍ରେଷ୍ଠ…
Read More...

ତ୍ୱଚାକୁ କୋମଳ କରିବ ପୁଦିନା ପତ୍ର , ଜାଣନ୍ତୁ ଉପାୟ

ପୁଦିନା ଶରୀର ପାଇଁ ଲାଭଦାୟକ । ଏହା ଦ୍ୱାରା ଶୀତଳତା ମିଳିଥାଏ । ଏହା ଖାଦ୍ୟରେ ବ୍ୟବହାର କରାଯାଏ । ପୁଦିନା ପତ୍ରରେ ସାଲିସିକ ଏସିଡ ଥାଏ ତେଣୁ, ତ୍ୱଚା ସୁନ୍ଦର ଏବଂ ସୁସ୍ଥ କରିବାରେ ସାହାଯ୍ୟ କରେ । ବ୍ରଣ ସମସ୍ୟା ଯୋଗୁଁ ଅନେକ ଲୋକ ସମସ୍ୟାରେ ପଡ଼ନ୍ତି, ଏପରିସ୍ଥିତିରେ ସେମାନେ ପୁଦିନା…
Read More...

ଋଷବ ପନ୍ଥଙ୍କୁ ଧନ୍ୟବାଦ ଜଣାଇଲେ ଈଶାନ କିଷାନ, ବ୍ୟାଟ୍‌ରେ RP17 ଲେଖି କରିଥିଲେ ବ୍ୟାଟିଂ

ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ୟ ଟେଷ୍ଟ ଚାଲିଛି । ଏହି ମ୍ୟାଚରେ ଇଣ୍ଡିଆ ଟିମ  ଠାରୁ ଅନ୍ୟ  ଟିମ ବହୁ ଆଗରେ ରହିଛି । ସିରିଜ ଶେଷ ମ୍ୟାଚରେ  ୨ୟ ଇନିଂସରେ ଦୁଇ ଓ୍ୱିକେଟ୍ ହରାଇ ୧୮୧ ରନ କରିଥିଲା ଟିମ୍ ଇଣ୍ଡିଆ । ଏହି ସମୟରେ  ବିସ୍ଫୋରକ ବ୍ୟାଟିଂ କରିଥିଲେ ଯୁବ ବ୍ୟାଟର ଇଷାନ୍ କିଷାନ୍ ।…
Read More...

ବରିଷ୍ଠ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିବା ରାମଚନ୍ଦ୍ରଙ୍କୁ OPSCର ସଚିବ ଭାବେ ନିଯୁକ୍ତ । ଉଚ୍ଚଶିକ୍ଷା ବିଭାଗରେ ସ୍ୱତନ୍ତ୍ର ସଚିବ…
Read More...

ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ଇଣ୍ଡିଆର କ୍ୟାପଟେନ ହେବେ ସୂର୍ଯ୍ୟକୁମାର ୟାଦବ

ଆସନ୍ତା ମାସ ଆର୍ୟଲ୍ୟାଣ୍ଡକୁ  ଟିମ ଇଣ୍ଡିଆ ତିନି ମ୍ୟାଚର ଟି -୨୦ ସିରିଜ ଖେଳିବା ପାଇଁ  ଯିବ ।  ଏହି ସିରିଜରେ ଅନେକ ସିନିଅର ଖେଳାଳୀଙ୍କୁ ବିଶ୍ରାମ ଦିଆଯିବ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ ମଧ୍ୟ ସାମିଲ ରହିଛନ୍ତି । ତେବେ ବିଭିନ୍ନ  ଗଣମାଧ୍ୟମ   କୁହାଯାଉଛି  ଯେ…
Read More...

ହିଞ୍ଜିଳିକାଟୁ ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ଜିଲ୍ଲା ବିଜେଡି ଯୁବ ସାଧାରଣ ସମ୍ପାଦକ…

ହିଞ୍ଜିଳିକାଟୁ : କିଛି ଦିନ ତଳେ ବିଜେଡି ସାଂଗଠାନିକ ପଦପଦବୀରେ  ପରିବର୍ତ୍ତନ କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।ଏହି କ୍ରମରେ ହିଞ୍ଜିଳି ପୌରପରିଷଦର ଆଗଧାଡ଼ିର ଯୁବ ନେତା ତଥା ଯୁବ ସମାଜସେବୀ ପ୍ରଭାତ କୁମାର ମହାରଣାଙ୍କୁ ଗଞ୍ଜାମ ଜିଲ୍ଲା ଯୁବ…
Read More...