ଭୁବନେଶ୍ୱରରେ ତିନି ଦିନିଆ ପର୍ଯ୍ୟଟନ ମେଳା ଉଦଘାଟନ

ଭୁବନେଶ୍ୱର: ଓଡିଶାର ଭ୍ରମଣ ଉତ୍ସାହୀମାନଙ୍କ ମଧ୍ୟରେ  ପର୍ଯ୍ୟଟନକୁ ବୃଦ୍ଧି କରିବା ଉଦେଶ୍ୟରେ , ଭାରତରେ ପର୍ଯ୍ୟଟନର ପ୍ରୋତ୍ସାହନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ଲୁ ଅ୍ଧବ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ  ଭୁବନେଶ୍ୱରରେ ତିନି ଦିନିଆ ଜାତୀୟ ‘ ପର୍ଯ୍ୟଟନ ମେଳା’ ଆୟୋଜନ କରିଛନ୍ତି । ଭୁବନେଶ୍ୱରର …
Read More...

କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ବଧ କରିଛନ୍ତି ଶ୍ରୀକୃଷ୍ଣ

ପୁରୀ  / ସଞ୍ଜୟ  ମହାପାତ୍ର  : ଚଳିତମାସ ୬ ତାରିଖ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ କଂସବଦ୍ଧ । ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଧ କରିଛନ୍ତି।…
Read More...

ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ

ପୁରୀ / ସଞ୍ଜୟ  ମହାପାତ୍ର  : ଆଜି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ…
Read More...

ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୪ଟି ଗେଟ୍

ସମ୍ବଲପୁର: ବନ୍ଦ ହେଲା ଆଉ ୪ଟଇ ଗେଟ୍ । ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ମୋଟ ୧୦ ଗେଟ ଦେଇ ହୀରାକୁଦ ଡ୍ୟାମରୁ ଚାଲିଛି ଜଳ ନିଷ୍କାସନ । ଉପର ମୁଣ୍ଡରେ ବର୍ଷାର ପରିମାଣ କମିବାରୁ ଖୋଲାଯାଇଥିବା ଗେଟ ଗୁଡିକ ପୁଣି ଥରେ ବନ୍ଦ କରାଯାଉଥିବା କୁହାଯାଉଛି । ଏବେ ୧୦ଟି ଗେଟ…
Read More...

ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ମାଲକାନଗିରି / ଆଶିଷ ବାଇନ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଶିକ୍ଷା ବିଭାଗ ଅଧୀନସ୍ଥ ଏମ ଭି ୭୯ ଗ୍ରମ ସ୍ଥିତ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ ହୋଇଯାଇଛି । ଏହି ଅବସରରେ ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶ୍ୱବା ରଞ୍ଜନ ମାଲି ଯୋଗ ଦେଇଥିବା…
Read More...

ଝଗିଡି ପଞ୍ଚାୟତରେ କଂଗ୍ରେସର ପଦଯାତ୍ରା

ବିଷମ କଟକ  / ରବିନ୍ଦ୍ର କୁମାର ସାହୁ  : ଆଜି ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ସ୍ଥିତ ଝଗିଡି ପଞ୍ଚାୟତ ର ଉର୍ଲାଯୋଡ଼ି ଠାରୁ କଂଗ୍ରେସ ର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ପିସିସି ସଭାପତି ଶରତ ପଟନାୟକ ଙ୍କ ନିର୍ଦେଶ କ୍ରମେ ବିଷମକଟକ ବିଧାୟକ ପ୍ରାର୍ଥୀ ନୀଳ ମାଧବ…
Read More...

୨୫ ବର୍ଷ ପୂର୍ତ୍ତି ଅବସରରେ ନିଆରା ଢଙ୍ଗରେ ପାଳିଲେ ଗଣେଶ ଚତୁର୍ଥୀ

କଳାହାଣ୍ଡି / ଜନକ ପୋଡ଼ : ଆଜିକୁ ୬ଦିନ ହେଲା ସ୍ଵଂୟ ଗଜାନନ ମହାରାଜା ନିଜେ ଧରା ପୃଷ୍ଠ ରେ ଅବତରଣ କରିଥିଲେ । ବର୍ଷ ରେ ଥରେ ସେ ନିଜେ ପାପ ଓ ପୁଣ୍ୟ ର ହିସାବ କରିବା ପାଇଁ ଆସିଥାନ୍ତି ଓ କିଛି ଦିନ ରହି ଭସାଣି ଯାତ୍ରା ରେ ଦେବ ଲୋକ କୁ ଗମନ କରି ଥାନ୍ତି । ସେହିପରି କଳାହାଣ୍ଡି ଜିଲ୍ଲା…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଚାନ୍ଦବାଲିରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

ଚାନ୍ଦବାଲି/ ବିଜୟ  କୁମାର  ମହାଳିକ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସହିଦଙ୍କ ସ୍ମୁତି ସଜିତ ହୋଇ ରହିବା ପାଇଁ ଦେଶ ମାତୃ ସେବାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସହିଦ ଯବାନଙ୍କ ଜନ୍ମ ସ୍ଥାନରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଜରିଆରେ ମାଟି ସଂଗ୍ରହ କରାଯାଉଛି ।…
Read More...

ଜୀ-ସାର୍ଥକରେ ଆସନ୍ତା ଅକ୍ଟୋବର ୧ରେ ‘ପ୍ରତିଶୋଧ’ ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର

bêaù^gße: ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ଫିଲ୍ମ ମାଧ୍ୟମରେ । ସବୁଥର ପରି ଏଥର ମଧ୍ୟ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଫିଲ୍ମ ‘ପ୍ରତିଶୋଧ’ ସଫଳ ହୋଇଛି ନାରୀର ଭିନ୍ନ ଏକ ରୂପ ଦେଖାଇବାରେ । ୨୫ତାରିଖରେ…
Read More...

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ରାୱଲପିଣ୍ଡିର ଜେଲକୁ ସ୍ଥାନାନ୍ତର

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଙ୍କୁ ଅଟକ୍ ଜେଲରୁ ରାୱଲପିଣ୍ଡିର ଆଡିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ଇସଲାମାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଅମିର ଫାରୁକ୍ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲରେ ସବୁ ସୁବିଧା…
Read More...