ଶ୍ରୀ ରାମ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିବ ୨୦ ସେକେଣ୍ଡ

ଅଯୋଧ୍ୟା: ଅଯୋଧ୍ୟାରେ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯୋରଦାର ଚାଲିଛି । ଆସନ୍ତା ବର୍ଷ ଜାନୁୟାରୀ ୨୨ ରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଛି । ସେହିକାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର ଯୋଜନା…
Read More...

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ଯୋବ୍ରା ବ୍ୟାରେଜରେ ମହାନଦୀକୁ ଡେଇଁଛନ୍ତି ଯୁବତୀ । ।ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ମହିଳାଙ୍କୁ ଉଦ୍ଧାର କରିଥିବା କୁହାଯାଉଛି । ତେବେ ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ମହିଳା ଜଣଙ୍କୁ ଜୀବିତ ଉଦ୍ଧାର କରିଛି…
Read More...

ରେଳ ଧାରଣାରେ ପଥର ଓ ମାଟି ଅତଦା ପଡିଥିବାରୁ ଠପ ହୋଇପଡିଛି ରେଳ ଚାଳାଚଳ

କୋରାପୁଟ : ରେଳ ଧାରଣାରେ ପଥର ଓ ମାଟି ଅତଦା ପଡିଥିବାରୁ ଠପ ହୋଇପଡିଛି ରେଳ ଚାଳାଚଳ । କୋରାପୁଟ – ଜଗଦଲପୁର-କିରଣଡୁଲ ଠାରେ ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତେବେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବାପାଇଁ ଆହୁରି ସମୟ ଲାଗିପାରେ ବୋଲି କୁହାଯାଉଛି । ମାନବର – ଜରଟି ଷ୍ଟେସନ…
Read More...

୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ।

ଗଜପତି/ ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା ଶିକ୍ଷାଧିକରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ପୌରହିତ୍ୟ ରେ ସ୍ଥାନୀୟ ବିଦ୍ୟାନିକେତନ ପାଞ୍ଚମାଇଲ ଖେଳ ପଡିଆରେ ଅନୁଷ୍ଠିତ ହୋଯାଇଅଛି। ଉକ୍ତ…
Read More...

ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩କୁ ବୃଦ୍ଧି

ସୁନ୍ଦର ଗଡ : ରାଜ୍ୟରେ ଚାନ୍ତା ବଢାଉଛି ସ୍ମ୍ରବ ଟାଇଫସ । ସୁନ୍ଦରଗଡରେ ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ ଟାଇଫସ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ପୁଣି ଆଉ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩ କୁ ବୃଦ୍ଧି ପାଇଥିବା ଜିଲ୍ଲା…
Read More...

ବେଆଇନ୍ ଭାବେ ବାଇକ୍ ପରିବହନ ସେବା ଯୋଗାଇ ଦେଉଥିବାରୁ ଭୁବନେଶ୍ୱର ଆରଟିଓ ପକ୍ଷରୁ ଓଲା ଉବେର ଓ ରାପିଡ଼ୋ ବିରୁଦ୍ଧରେ…

ଭୁବନେଶ୍ୱର: ଓଲା, ଉବେର ଓ ରାପିଡ଼ୋ ବିରୁଦ୍ଧରେ ଥାନାରେ ଏତଲା । ବେଆଇନ୍ ଭାବେ ବାଇକ୍ ପରିବହନ ସେବା ଯୋଗାଇ ଦେଉଥିବାରୁ ଭୁବନେଶ୍ୱର ଆରଟିଓ ପକ୍ଷରୁ ଏତଲା କରାଯାଇଛି । ଘରୋଇ ବା ବ୍ୟକ୍ତିଗତ ଦୁଇ ଚକିଆ ଗାଡ଼ିକୁ ବ୍ୟବୟାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବାରୁ ଏଭଳି ପଦକ୍ଷେପ ନେଇଛି ଆରଟିଓ-୧ ।…
Read More...

ଏସୀଆ କ୍ରୀଡାରେ ପଦକ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ

ବ୍ୟୁରୋ: ହ୍ୱାଙ୍ଗଝୋରେ ଚାଲିଥିବା ଏସୀଆ କ୍ରୀଡାରେ ସୁଟିଂରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ , ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହସଲ କରିଛି । ତା ସହିତ ମହିଳା ୫୦ ମିଟର ରାଇଫଲ ୩-ସ୍ଥାନ ବିଶିଷ୍ଟ ବ୍ୟକ୍ତିଗତ ଇଭେଣ୍ଟରେ ସିଫତ କୌର ସମର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି…
Read More...

ମଣିପୁର କୁ ୬ମାସ ପାଇଁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ରାଜ୍ୟ ସରକାର

ମଣିପୁର : ମଣିପୁର କୁ ୬ମାସ ପାଇଁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ସ୍ଥାନିୟ ସରକାର । ରାଜ୍ୟରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଣିପୁର ସରକାର ସଶସ୍ତ୍ର ବଳ କ୍ଷମତା ଆଇନ ଅନୁଯାୟୀ ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ ଘୋଷଣା କରିଛନ୍ତି । କିନ୍ତୁ ରାଜଧାନୀ ଇମ୍ପାଲସମେତ ୧୯ଟି ଥାନା ଅଧିନରେ…
Read More...

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦଶକ । କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ କରାଯାଇଥିବା କୁହାଯାଉଛି । ଅନ୍ୟ କେହି ଦୋଷୀ ବାହାରିଲେ ତାଙ୍କ ବିରୋଧରେ…
Read More...

୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ ଗଣିବେ ଜେରକ୍ସ ଦୋକାନୀ

ସମ୍ବଲପୁର: ଦୋକାନୀକୁ ମହଙ୍ଗା ପଡ଼ିଛି ୩ ଟଙ୍କା । ମାସେ ମଧ୍ୟରେ ପଇସା ନ ଦେଲେ ଗଣିବେ ଉଚ୍ଚ ହାରର ସୁଧ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯…
Read More...