ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ଡି.ଲିଟ୍. ଉପାଧି ଲାଭ କରିଛନ୍ତି ଡ. ଆଲୋକ ବରାଳ

ସେମିଳିଗୁଡା : ଗବେଷଣା ମହାନିବନ୍ଧ ଉପସ୍ଥାପିତ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ଡି.ଲିଟ୍. ଉପାଧି ଲାଭ କରିଛନ୍ତି ଡ. ଆଲୋକ ବରାଳ । ଏହି ଅବସରରେ ସେ ତାଙ୍କର ଗୁରୁ- ଗୁରୁଜନ, ସମଗ୍ର ପରିବାର ବର୍ଗ , ବନ୍ଧୁବାନ୍ଧବ , ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରିବାର…
Read More...

କ୍ରାଇମବ୍ରାଞ୍ଚ ଦ୍ୱାରା ପ୍ରେମିକ ବିରଞ୍ଚି ନାରାୟଣ ଗିରଫ ଘଟଣା : ସାମ୍ନାକୁ ଆସିଲା ଠକାମୀ ପରର ଭିଡିଓ

ଭୁବନେଶ୍ୱର : ରସିକିଆ ପ୍ରେମିକକୁ ନିର୍ଧୁମ ମାଡ଼ । କ୍ରାଇମବ୍ରାଞ୍ଚ ଦ୍ୱାରା ରସିକିଆ ପ୍ରେମିକ ବିରଞ୍ଚି ନାରାୟଣ ନାଥ ଗିରଫ ଘଟଣା । ସାମ୍ନାକୁ ଆସିଲା ବିରଞ୍ଚି ର ଠକାମୀ ପରର ଭିଡିଓ । ଜଣେ ଯୁବତୀ ଙ୍କୁ ବିବାହ ନାଁରେ ଠକିଥିଲା ବିରଞ୍ଚି । ଠକ ବିରଞ୍ଚିକୁ ଧରିବା ପରେ ନିର୍ଧୁମ ଛେଚିଲେ…
Read More...

ମୋଦିଙ୍କ ଗସ୍ତ ସମୟରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ମୋଦିଙ୍କ ଗସ୍ତ ସମୟରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ । ୧୧ ଜଣ ଡିସିପି ରାଙ୍କ ଅଧିକାରୀ, ୨୨ ଜଣ ଅତିରିକ୍ତ…
Read More...

ବ୍ରହ୍ମପୁର ଷ୍ଟେସନରୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର,: ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ । ଦେଶରେ ଆଉ ୬ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ସଙ୍କେତ ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ୍ ୬ଟି ବନ୍ଦେ ଭାରତ ଟ୍ରେନ୍ ମଧ୍ୟରୁ ଓଡ଼ିଶାରେ ଦୁଇଟି ଟ୍ରେନ୍ ଗଡ଼ିଛି । ଅର୍ଥାତ୍…
Read More...

ମୁଖ୍ୟମନ୍ତ୍ରୀ ପଦ ଛାଡିବେ କହିଲେ ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ଛାଡିବେ କେଜ୍ରିୱାଲ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ଆସନ୍ତା ଦୁଇ ଦିନ ମଧ୍ୟରେ ସେ ସିଏମ ପଦରୁ ଇସ୍ତଫା ଦେବେ ଏବଂ ଦୁଇ ଦିନ ମଧ୍ୟରେ ବିଧାନସଭା ଦଳର ବୈଠକ ହେବ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସେ କହିଛନ୍ତି।…
Read More...

ଭୁଶୁଡିଲା ବେଦାନ୍ତ କମ୍ପାନୀର ରେଡ୍ ମଡ୍ ପଣ୍ଡ

କଳାହାଣ୍ଡି / ଜନକ ପୋଡା: ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ। ଚାଷ ଜମିରେ ମାଡିଗଲା କାଦୁଅ ପାଣି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଥିବା ବେଦାନ୍ତ କମ୍ପାନୀର ବସନ୍ତପଡାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଆଜି ଭୁଶୁଡି ପଡିଛି। ଫଳରେ ବସନ୍ତପଡା ସମେତ ବନ୍ଧଗୁଡା, ତୁରିଗୁଡାରେ…
Read More...

ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ୱର:  ପରୀକ୍ଷାମୂଳକ ଭାବେ 'ସୁଭଦ୍ରା' ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ସୁଭଦ୍ରା' ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତା ଗଲା ୧ ଟଙ୍କା। ସୁଭଦ୍ରା'ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ଯୋଜନା…
Read More...

ଖମାର ଓଭର ବ୍ରିଜ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଅନୁଗୁଳ / ସୁଧାକର ସାହୁ : ଖମାର ଓଭର ବ୍ରିଜ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଓଭର ବ୍ରିଜ ତଳେ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଯୁବକଙ୍କ ବେକରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।…
Read More...

୧୭ ତାରିଖରେ ଭୁବନେଶ୍ୱରରେ ସ୍କୁଲ କଲେଜ ଛୁଟି , ସରକାରୀ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧ ଛୁଟି

ଭୁବନେଶ୍ବର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି…
Read More...

ଦକ୍ଷିଣ ଏସୀୟ ଆଥଲେଟିକ୍ସରେ ରୌପ୍ୟ ଜିତିଲେ ଓଡିଆ ପୁଅ ପ୍ରତୀକ ମହାରଣା

ବରଗଡ: ଜୁନିଅର ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତି ଓଡିଶାର ଯୁବ ସ୍ପ୍ରିଣ୍ଟର ପ୍ରତୀକ ମହାରଣା ପୁଣି ଥରେ ନିଜ ରାଜ୍ୟକୁ ଗର୍ବିତ କରିଛନ୍ତି । ବରଗଡ ଜିଲ୍ଲା କ୍ରୀଡା ଜଗତର ଓଡିଶାର ଏକ ଜ୍ୟୋତିର୍ ତାରା ହେଉଛନ୍ତି ପ୍ରତୀକ ମହାରଣା । ଅଭାବ ସହିତ ଅପାର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ…
Read More...