ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ : ବିରାଟ ବାଇକ୍ ଶୋଭାଯାତ୍ରାରେ ଯାଇ ବିଶ୍ଵର ମଙ୍ଗଳ ପାଇଁ କଲେ ପ୍ରାର୍ଥନା

ବେଗୁନିଆ /ଶେଖ୍ ଅନୁଅର୍ ଅଲ୍ଲୀ : ଆଜି ସାରା ରାଜ୍ୟରେ ପାଳିତ ହୋଇଯାଇଛି ପବିତ୍ର ଇଦ୍ ମିଲାଦୁନ୍ ନବି ପର୍ବ। ଏହାକୁ ପାଳନ କରୁଛନ୍ତି ଶୁନ୍ନି ମୁସଲିମ୍ ସମ୍ପ୍ରଦାୟର ଲୋକେ। ବିଭିନ୍ନ ଜାଗାରେ ସାଜ ସଜ୍ଜା ସହ ରଙ୍ଗ ବେରଙ୍ଗର ତୋରଣ ଦେଖିବାକୁ ମିଳୁଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ…
Read More...

୯ଦିନ ପରେ ହସପିଟାଲରୁ ଫେରି ଇନ୍ସଟାଗ୍ରାମରେ ଦୀପିକା କଲେ ବାୟୋ ଚେଞ୍ଜ

ବ୍ୟୁରୋ : ୯ ଦିନ ପରେ ଦୀପିକା ପାଦୁକୋନଙ୍କୁ ମିଳିଲା ଛୁଟି। ନିକଟରେ କନ୍ୟାସନ୍ତାନକୁ ଜନ୍ମ ଦେଇ ମାତୃତ୍ଵ ଲାଭ କରିଥିଲେ ଦୀପିକା। ଏବେ ପ୍ରାଥମିକ ସ୍ତରର ଟ୍ରିଟମେଣ୍ଟ ସାରିବା ପରେ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଦୀପିକା । ତାଙ୍କର ହସପିଟାଲରୁ ବାହାରୁଥିବାର ଭିଡିଓ ଭାଇରଲ ହେଉଛି ।…
Read More...

ନକଲି ମଦ ବିକ୍ରି ଅଭିଯୋଗରେ ଚଢାଉ କରିଛି ଅବାକାରୀ ବିଭାଗ

ଭୁବନେଶ୍ୱର: ଅସଲି ବୋତଲ, ନକଲି ମଦ । ମଦ ଦୋକାନରେ ଅବକାରୀ ଚଢାଉ । ନକଲି ମଦ ବିକ୍ରି ଅଭିଯୋଗରେ ଚଢାଉ କରିଛି ଅବାକାରୀ ବିଭାଗ ।ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ଏକ ମଦ ଦୋକାନରେ ଅତର୍କିତ ଚଢଉ କରି ନକଲି ମଦ ବୋତଲ ଠାବ କରିଛି ଅବକାରୀ ବିଭାଗ। ଏଠାରେ ଅସଲି ବ୍ରାଣ୍ଡରେ ନକଲି ମତ ବିକ୍ରି…
Read More...

ବେପରୁଆ ଭାବେ ଗାଡି ଚଳାଇବା ଘଟଣା : 5ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀର ଜନପଥରେ ବେପରୁଆ ଗାଡ଼ିଚାଳନାର ଭିଡିଓ ଭାଇରାଲ ହେବା ପରେ ୫ ଗିରଫ, 3 କାର ଜବତ। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ଅଭିଯୁକ୍ତମାନେ ମୋଟ ୪ଟି କାର୍‌ରେ ରାସ୍ତାରେ ଯାଉଥିବା ବେଳେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଇଥିଲେ। କମିଶନରେଟ ପୁଲିସ ୫…
Read More...

ଲିଟର ପିଛା ୨୦ଟଙ୍କା ବୃଦ୍ଧି ପାଇଛି ଖାଇବା ତେଲ

ଭୁବନେଶ୍ବର: ରାଜ୍ୟରେ ପନିପରିବା ଓ ପିଆଜ ଦର ବୃଦ୍ଧି ପରେ ଏବେ ମହଙ୍ଗା ହୋଇଛି ଖାଇବା ତେଲ। ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।ପାମୋଲିନ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନୀ ଶୁଳ୍କ ବଢ଼ାଇ ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଲଦି ଦେଇଛନ୍ତି ।…
Read More...

ଆକାଉଣ୍ଟକୁ ୧ଟଙ୍କା ନଆସିଥିଲେ ବି ୧୭ ରେ ପାଇବେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ‘୧ଟଙ୍କା ନଆସିଥିଲେ ବି ପାଇବେ ସୁଭଦ୍ରା’ ଯୋଜନା ଟଙ୍କା । ଆକାଉଣ୍ଟକୁ ୧ଟଙ୍କା ନଆସିଥିଲେ ବି ୧୭ ରେ ପାଇବେ ସୁଭଦ୍ରା ଟଙ୍କା । ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦେଇଛନ୍ତି ସୂଚନା । ଆକାଉଣ୍ଟକୁ ୧ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିଲା କହିଲେ…
Read More...

MGM ମିନେରାଲସ କମ୍ପାନୀ ପକ୍ଷରୁ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଳନ

ଢ଼େଙ୍କାନାଳ/ ଗୌତମ ମୁଦୁଲି :  ଓଡ଼ପଡ଼ା ବ୍ଲକ୍ ନୟାଭାଗିରଥିପୁର ପଞ୍ଚାୟତ ହଳଦିଆ ବହାଳ ଠାରେ ଥିବା ଏମ, ଜି, ଏମ ମିନେରାଲସ କମ୍ପାନୀ ପକ୍ଷରୁ ଖୁବ ଧୁମଧାମରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହନ କରାଯାଇ ପୂଜାର୍ଚନା କରାଯାଇଅଛି। ତେବେ କମ୍ପାନୀ ପକ୍ଷରୁ  ପୂଜା ମଣ୍ତପକୁ ଖୁବ ସୁନ୍ଦର…
Read More...

କାଲି ୧୦ଟା୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।କାଲି ସକାଳ ୧୦ ଟା ୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପରେ ୧୧ଟା ୪୫ରେ ଗାଡକଣ ଛାଡି ୧୧ଟା୫୫ରେ ଜୟଦେବ ବିହାରର ଜନତା ମଇଦାନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଦିନ…
Read More...

ପୁଅର କାଠ ଫାଳିଆ ପ୍ରହାରରେ ମା ମୃତ , ଭଉଣୀ ଗୁରୁତର

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ପୁଅର କାଠ ଫାଳିଆରେ ମା ମୃତ ଝିଅ ଗୁରୁତର । ଯୋଡା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଘଟିଛି ଏକ ଅଭାବନିୟ ଘଟଣା । ମା ଓ ଭଉଣି କୁ କାଠ ଫାଳିଆ ରେ ଆକ୍ରମଣ କଲା କୁଳାଙ୍ଗାର ପୁଅ । ଆକ୍ରମଣରେ ମା ଗୁରୁବାରି ମୁଣ୍ଡା ମୃତ ହୋଇଥିବା ବେଳେ ଝିଅ…
Read More...

ଜିଲ୍ଲାରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ

ମାଲକାନଗିରି: ଆଜି ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ, ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ପତାକା ଦେଖାଇ ଏହି ପଦଯାତ୍ରାର…
Read More...