( ଭୁବନେଶ୍ୱର) : ଏସ.ଟି.ଏଫ ହାତରେ ଧରାପଡିଛନ୍ତି ଗ୍ୟାଙ୍ଗ ଷ୍ଟାର ଟିଟୋର ଆଉ ଦୁଇ ସହଯୋଗୀ । ସରୋଜପତି ଏବଂ ବଟ ଓରଫ ବଟ କ୍ରିଷ୍ଣନ ପାଣି ଏହି ଦୁଇ ଜଣ ନାଁରେ ରାଜନଗର ଅଞ୍ଚଳର ଜଣେ କଣ୍ଟ୍ରାକ୍ଟରକୁ ବନ୍ଧୁକ ଦେଖାଇ ଧମକ ଦେବାର ଅଭିଯୋଗ ହୋଇଥିଲା । ଏମାନେ ଟିଟୋ ପାଇଁ ଦାଦାବଟି ଆଦାୟ , ଟେଣ୍ଡର ଫିକ୍ସିଙ୍ଗି ଏବଂ ମର୍ଡ ପରି ଅପରାଧ କରନ୍ତି । ବଟୁ ପାଣି ଗାଈ ଚୋରାଚାଲାଣ ସହ ମେଣ୍ଢା ସ୍ପଗଲିନ କରେ । ଏମାନଙ୍କଠାରୁ ବେଆଇନ ପିସ୍ତଲ ସିଜ୍ କରିଛି ଏସ.ଟି.ଏଫ ।