(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ବିଜେଡି ତାର ୯ ବିଧାନସଭା ଆସନ ପାଇଁ ତାଲିକା ଘୋଷଣା କରିଛି । ପିପିଲି- ପ୍ରଦୀପ ମହାରଥି, ଆନନ୍ଦପୁର- ଭାଗୀରଥି ସେଠୀ, ନୀଳଗିରି- ସନ୍ତୋଷ ଖଟୁଆ, ଧାମନଗର- ରାଜେନ୍ଦ୍ର ଦାସ, କାକଟପୁର- ସୁରେନ୍ଦ୍ର ସେଠୀ, ନିମାପଡା- ସମୀର ଦାସ, ନିଆଳି- ପ୍ରମୋଦ ମଲିକ, ବାଲିକୁଦା- ରଘୁନନ୍ଦନ ଦାସ, ଜଗତସିଂପୁର ପ୍ରଶାନ୍ତ ମୁଦୁଲିଙ୍କ ନାମ ତାଲିକାରେ ସ୍ଥାନ ପାଇଛି ।