ରାଜ୍ୟରୁ ୬ ବିଏ.୨ ଭୂତାଣୁ ସଂକ୍ରମିତ ଚିହ୍ନଟ
ଗୋଟିଏ ପଟେ ପୁରା ଦେଶରେ ଗୋଟିଏ ପରେ ଗୋଟିଏ ଭୂତାଣୁ ଚିନ୍ହଟ ହେଉଥିବା ବେଳେ ଏଥିରୁ ବାଦ ପଡିନି ଓଡିଶା।
(ଭୁବନେଶ୍ୱର) : ଗୋଟିଏ ପଟେ ପୁରା ଦେଶରେ ଗୋଟିଏ ପରେ ଗୋଟିଏ ଭୂତାଣୁ ଚିନ୍ହଟ ହେଉଥିବା ବେଳେ ଏଥିରୁ ବାଦ ପଡିନି ଓଡିଶା। ରାଜ୍ୟରେ ୯୮ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ୨୪୧ ନମୂନାରୁ ୨୧୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ,୨୪୧ରୁ ୬ ଜଣଙ୍କ ଠାରେ ବିଏ.୨ ଭୂତାଣୁ ଚିହ୍ନଟ ହୋଇଛି। ୧୨ ଜଣଙ୍କ ଠାରୁ ବିଏ.୧.୧ ଭୂତାଣୁ ଚିହ୍ନଟ ହୋଇଛନ୍ତି। ୨୧୭ ଜଣଙ୍କ ଠାରେ ବିଏ.୨ ଭୂତାଣୁ ଚିହ୍ନଟ ହୋଇଛି। । ଜାନୁୟାରୀ ୨୭ରୁ ଫେବୃୟାରୀ ୪ ଭିତରେ ଆଇଏଲଏସ ନମୂନା ସଂଗ୍ରହ କରିଛି।