୯୦୦ ମୁହାଁ କରୋନା

(ଭୁବନେଶ୍ୱର) ; ରାଜ୍ୟରେ ୮୦୦ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିିନ ଉପରମୁହାଁ ହେବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା , ଗତ ୨୪ ଘଣ୍ଟା ରେ ରାଜ୍ୟରେ ୮୭୯ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ରେ ସସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଛନ୍ତି । ତେବେ ୮୭୯ ପଜେଟିଭଙ୍କ ମଧ୍ୟରୁୁ ୫୧୮ କ୍ୱାରେଣ୍ଟିନରୁ୭ ଚିହ୍ନଟ ହୋଇଥିବା ବେଳେ ୩୬୧ ହେଉଛି ଲୋକାଲ କେସ୍ । ୮୭୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୪୫,୫୨୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୮,୬୬୨ ଜଣ ସୁସ୍ଥ ହୋଇସାରିଛନ୍ତି। ୪,୮୮୮ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୨୩ରେ ପହଞ୍ଚିଛି।