5-T କହିଲା ମାନେ ସେମାନେ କେଉଁ ଦିଗକୁ ନେଇଯାଉଛନ୍ତି, ମୁଁ ଜାଣି ପାରୁନି :ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ୱର: 5-T କହିଲା ମାନେ ସେମାନେ କୋଉ ଦିଗକୁ ନେଇଯାଉଛନ୍ତି,।  ମୁଁ ଜାଣି ପାରୁନି ଜ୍ଝ 5-T ର ସବୁ ଜାଗାରେ ଆବଶ୍ୟକତା କଣ ଜ୍ଝ ଜଣେ କହିଲେ 5-T ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା, ତାପରେ ଏବେ କହିଲେଣି ସିଏମଓ ।  5-T ସିଏମଓ କେମିତି ହେଲା ? ଗୋଟେ ବିଚାରଧାରା ସିଏମଓ କେମିତି ହେବ ? ମୁଖ୍ୟମନ୍ତ୍ରୀଙ୍କ ଯଦି ସେ ଜଣେ ସଚିବ ତେବେ ସେ ସିଏମଓର ଜଣେ କର୍ମଚାରୀ ହୋଇପାରନ୍ତି ।  ସିଏମଓ କେମିତି ହେବେ ? ସେ ମାନ୍ୟବର ସଦସ୍ୟ କହିଲେ ସେ କ୍ରୀତଦାସ । ସେ ସେ ଜାଗାରେ ଦ୍ୱାରପାଳ ହୋଇଥିଲେ, ଜଣେ ବିଧାୟକ ବିଧାୟକର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି ଜ୍ଝ ତାଙ୍କ ପିତା ଜଣେ ସ୍ୱାଭିମାନର ପ୍ରତୀକ ଥିଲେ ।ସେ ଯେଉଁଭଳି ଭାବରେ କ୍ରୀତଦାସ କହିଲେ, ସେ ଲୋକଙ୍କ ପ୍ରତିନିଧି ଲୋକଙ୍କ କଥା ଆମେ ଉଠାଇବୁ କ୍ରୀତଦାସ କେମିତି ହେବୁ ? କ୍ରୀତଦାସ ପ୍ରଥା ଭାରତ ବର୍ଷରୁ କେବେଠାରୁ ଉଠି ଗଲାଣି ।ବିଶ୍ୱରୁ ଉଠିଗଲାଣି ଜ୍ଝ ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି । ସେ କେମିତି କ୍ରୀତଦାସ କଥା ଉଠାଇଲେ ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି ଯାହା ଅଧା ରହିଯାଇଛି । ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ ତେଣୁ ଚାଉଳର କଥା ଉଠାଇଲେ । ସେଥିପାଇଁ ବାଧା ଦିଆଗଲା । ସେମାନେ ଚାଉଳ ଦେଉଥିଲେ, ତାଙ୍କୁ କିଏ ଚାଉଳ ଦେବାକୁ ମନାକଲା ।  ବନ୍ୟା ବାତ୍ୟା ସବୁବେଳେ ଦିଆଯିବ ସେମିତି ମାନେ ନାହିଁ, କୋଭିଡ ଜନିତ ରିଲିଫ ଥିଲା ତାହା କମେଇକି ଦିଆଯାଉଛି ।  ଓଡିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ ଟଙ୍କିକିଆ ଚାଉଳ ଦେଉଥିଲେ ଏବେବି ଦିଅନ୍ତୁ ଆମର କୌଣସି ଆପତ୍ତି ନାହିଁ  ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।