ଆଖି ବୁଜିଲେ ୫ କରୋନା ରୋଗୀ

ଭୁବନେଶ୍ୱର/ ସଞ୍ଜୁ – ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୭୬୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଓ ସ୍ୱାସ୍ଥ୍ୟ ବିଭାଗ କଲ୍ୟାଣ ପକ୍ଷରୁ କୁହାଯାଇଛି ।