ଭୁବନେଶ୍ୱର:ରାଜ୍ୟରେ ୪ ବରିଷ୍ଠ ପୋଲିସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ ହୋଇଛନ୍ତି | ସେମାନେ ୧୯୮୯ ବ୍ୟାଚର ୪ ବରିଷ୍ଠ ପୋଲିସ ଅଧିକାରୀ ହୋଇଥିବା ସୂଚନା ମିଳିଛି |ତେବେ ଉନ୍ନୀତ ହୋଇଥିବା ୪ଜଣ ହେଉଛନ୍ତି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏସ ଏମ ନର୍ଭଣ , ଅମୃତ ମୋହନ ପ୍ରସାଦ ,ଆଇପିଏସ ବି.ରାଧିକା ଡିଜି ପାହ୍ୟାକୁ ଉନ୍ନୀତ ହୋଇଛନ୍ତି |