୩୦ଟି ଜିଲ୍ଲାରୁ ୧୧ ହଜାର ୮୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହୋଇ ସୀମା ପାର କରିସାରିଲେଣି । ଅନ୍ୟ ରାଜ୍ୟ ଗୁଡ଼ିକରେ ସଂକ୍ରମଣ ଗ୍ରାଫ୍
(ଭୁବନେଶ୍ୱର) : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହୋଇ ସୀମା ପାର କରିସାରିଲେଣି । ଅନ୍ୟ ରାଜ୍ୟ ଗୁଡ଼ିକରେ ସଂକ୍ରମଣ ଗ୍ରାଫ୍ ଖସୁଥିବା ଦେଖିବାକୁ ମିଳୁଥିବା ବେଳେ କିନ୍ତୁ ଓଡ଼ିଶାରେ ତାହା ଅନୁଭବ ହେଉନାହିଁ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୧ ହଜାର ୮୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୪୯୨ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେଉଁ ଜିଲ୍ଲାରୁ କେତେ ଆସନ୍ତୁ ଜାଣିବା :-
6. Boudh: 246
7. Cuttack: 1197
8. Deogarh: 109
9. Dhenkanal: 280
10. Gajapati: 115
11. Ganjam: 331
12. Jagatsinghpur: 274
13. Jajpur: 392
14. Jharsuguda: 327
15. Kalahandi: 377
16. Kandhamal: 83
17. Kendrapada: 147
18. Keonjhar: 188
19. Khurda: 1414
20. Koraput: 196— I & PR Department, Odisha (@IPR_Odisha) May 15, 2021